ଓଡିଶା

୧୦୭ ତମ କୋରେଇ ମୁନସୀ ମେଲଣ ଅନୁଷ୍ଠିତ ହୋଇଯାଇଛି

ଯାଜପୁର ଜିଲ୍ଲାର କୋରେଇ ଥାନାରେ ଅନୁଷ୍ଠିତ ହୋଇଯାଇଛି ୧୦୭ତମ ମୁନସୀ ମେଳଣ। ଏକ ଐତିହାସିକ ଓ ସାଂସ୍କୃତିକ ପରମ୍ପରାରେ । ଏହି ମେଲଣରେ ଆଖପାଖ ଅଞ୍ଚଳର ବହୁ  ହଜାର ହଜାର  ଲୋକଙ୍କ ସମାଗମ ଦେଖିବାକୁ ମିଳିଥିଲା ସୁସଜ୍ଜିତ ବିମାନରେ ରାଧାକୃଷ୍ଣଙ୍କୁ ଧରି ଶୋଭାଯାତ୍ରାରେ ଆସି ଭାଇଚାରାର ପ୍ରତୀକ ଭାବେ ଏକାଠି ହୁଅନ୍ତି । ଏହା ସ୍ଥାନୀୟ ଲୋକଙ୍କ ପାଇଁ ଏକ ମୁଖ୍ୟ ଆକର୍ଷଣ।

Related posts

କଳାହାଣ୍ଡିରେ ପାଳିତ ହୋଇଯାଇଛି ଜାତୀୟ ପ୍ରେସ ଦିବସ

mahabharatanews

ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୧୫୯ ଜଣ କରୋନା ପଜିଟିଭ ଚିହ୍ନଟ

mahabharatanews

୫୩ ବର୍ଷରେ ପାଦ ଦେଲେ ଆଇଏଏସ୍ ସନ୍ତୋଷ ଷଡ଼ଙ୍ଗୀ

mahabharatanews