ଗଞ୍ଜାମ: ନିଜ ଦେହରେ ନିଆଁ ଲଗାଇଲା ଝିଅ । ନିଜ ଦେହରେ କିରୋସିନ ଢାଳି ଆତ୍ମହତ୍ୟା କରିଥିବା ଅଭିଯୋଗ । ଏଭଳି ଘଟଣା ଘଟିଛି ଆସିକା ବ୍ଲକ କୋଟିନାଡ଼ା ଥାନା ଅନ୍ତର୍ଗତ ଭେଟନଇ ଗ୍ରାମ ବଡ ତୋଟାସାହିରେ । ତେବେ ଛାତ୍ରୀ ଜଣଙ୍କ ସେହି ଗ୍ରାମର ଦେବରାଜ ଗୌଡଙ୍କ କଲେଜ ପଢୁଆ ଝିଅ (୧୭) ପୂଜା ଗୌଡ ବୋଲି ଜଣାପଡିଛି । ତେବେ ଆତ୍ମହତ୍ୟା କରିବାର କାରଣ ଅସ୍ପଷ୍ଟ ରହିଥିବା ବେଳେ ଖବର ପାଇ ଘଟଣା ସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।
previous post
next post