ଓଡିଶା

ନିଜ ଦେହରେ ନିଆଁ ଲଗାଇ ଅତ୍ମହତ୍ୟା କଲା ଝିଅ

ଗଞ୍ଜାମ: ନିଜ ଦେହରେ ନିଆଁ ଲଗାଇଲା ଝିଅ । ନିଜ ଦେହରେ କିରୋସିନ ଢାଳି ଆତ୍ମହତ୍ୟା କରିଥିବା ଅଭିଯୋଗ । ଏଭଳି ଘଟଣା ଘଟିଛି ଆସିକା ବ୍ଲକ କୋଟିନାଡ଼ା ଥାନା ଅନ୍ତର୍ଗତ ଭେଟନଇ ଗ୍ରାମ ବଡ ତୋଟାସାହିରେ । ତେବେ ଛାତ୍ରୀ ଜଣଙ୍କ ସେହି ଗ୍ରାମର ଦେବରାଜ ଗୌଡଙ୍କ କଲେଜ ପଢୁଆ ଝିଅ (୧୭) ପୂଜା ଗୌଡ ବୋଲି ଜଣାପଡିଛି । ତେବେ ଆତ୍ମହତ୍ୟା କରିବାର କାରଣ ଅସ୍ପଷ୍ଟ ରହିଥିବା ବେଳେ ଖବର ପାଇ ଘଟଣା ସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

Related posts

ଏରେଣ୍ଡେଇ ପଞ୍ଚାୟତକୁ ସଟ ଡାଉନ କଲେ ସରପଞ୍ଚ

mahabharatanews

 ଯବାନ ଓ ମାଓବାଦୀ ମଧ୍ୟରେ ଗୁଳିବିନିମୟ; ଜଣେ ମାଓବାଦୀ ମୃତ 

mahabharatanews

ଦ୍ୱିତୀୟ ଶ୍ରୀକ୍ଷେତ୍ର ବାରିପଦା ବାହୁଡା଼ ଯାତ୍ରା ସମ୍ପୂର୍ଣ୍ଣ

mahabharatanews