ଓଡିଶା

୩ ଦିନ ଯାଏଁ ସ୍କୁଲ ଛୁଟି

(ଭୁବନେଶ୍ୱର) : ଆସନ୍ତା ୩ ଦିନ ଯାଏଁ ରାଜ୍ୟର ସମସ୍ତ ସରକାରୀ ଓ ବେସରକାରୀ ସ୍କୁଲ ଛୁଟି ରହିବ । ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଓ ତାପମାତ୍ରା ବୃଦ୍ଧିକୁ ଦୃଷ୍ଟିରେ ରଖି ସ୍କୁଲ କର୍ତ୍ତୃପକ୍ଷ ଏହି ନିଷ୍ପତ୍ତି ନେଇଛି । ତେବେ ୨୧ ତାରିଖ ରବିବାର ହେତୁ ୨୨ ତାରିଖ ସୋମବାର ସ୍କୁଲ ଖୋଲିବ ।

ସୂଚନାନୁଯାୟୀ , ରବିବାର ବ୍ୟତୀତ ବିଦ୍ୟାଳୟରେ ଚାରି ଦିନ ଅତିରିକ୍ତ ଛୁଟି ପାଇବାକୁ ଯାଉଛନ୍ତି ଛାତ୍ରଛାତ୍ରୀ । ଏଥିପାଇଁ ରାଜ୍ୟ ସରକାର ମଧ୍ୟ ଏକ ନିର୍ଦ୍ଦେଶ ଦେଇଛନ୍ତି । ସେହିପରି ନିର୍ବାଚନ ପାଇଁ ଦେଶରେ ମତଦାନ କେନ୍ଦ୍ର ଭାବରେ ବ୍ୟବହୃତ ହେଉଥିବା ବିଦ୍ୟାଳୟରେ ଛୁଟି ଘୋଷଣା ହୋଇସାରିଛି । କିନ୍ତୁ ବର୍ତ୍ତମାନ ସ Jମଗ୍ର ରାଜ୍ୟର ସମସ୍ତ ଛାତ୍ର ଚାରି ଦିନର ଅତିରିକ୍ତ ଛୁଟି ପାଇବେ ।

Related posts

ଇର୍ମାଙ୍କ ସ୍ବପ୍ନକୁ ଧୂଳିସାତ୍ କରିଦେଲା ମାରତ୍ମକ କର୍କଟ

mahabharatanews

ଜାରି ରହିଛି ମହା ପ୍ରଭୁଙ୍କ ରଥ ନିର୍ମାଣ, ସରିଲା ତିନି ରଥର ତୁମ୍ବ, ବିନ୍ଧ ଓ ଗୁଜ

mahabharatanews

ଅଗ୍ନିଶମ ବିଭାଗ ଭିତରେ ସାପ

mahabharatanews