ଭାରତ

ସଡକ ଦୁର୍ଘଟଣାର ଶିକାର ହେଲେ କେନ୍ଦ୍ର ମନ୍ତ୍ରୀ ପ୍ରହ୍ଲାଦ ପଟେଲ 

(ମଧ୍ୟପ୍ରଦେଶ) : ସଡକ ଦୁର୍ଘଟଣାର ଶିକାର ହେଲେ କେନ୍ଦ୍ର ମନ୍ତ୍ରୀ ପ୍ରହ୍ଲାଦ ପଟେଲ । ମଧ୍ୟପ୍ରଦେଶର ଛିନ୍ଦଓ୍ଵାଡାରେ ମଙ୍ଗଳବାର କେନ୍ଦ୍ର ମନ୍ତ୍ରୀ ପ୍ରହ୍ଲାଦ ପଟେଲ ସଡ଼କ ଦୁର୍ଘଟଣାର ଶିକାର ହୋଇଛନ୍ତି । ଫଳରେ କେନ୍ଦ୍ରମନ୍ତ୍ରୀଙ୍କ ସହ ୫ ଜଣ ଆହତ ହୋଇଥିବା ବେଳେ ବାଇକ ଆରୋହୀଙ୍କ ମୃତ୍ୟୁ ହୋଇଛି । ଆହତମାନଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି । ଏୟାର ବ୍ୟାଗ୍‌ ଖୋଲିଯିବାରୁ କେନ୍ଦ୍ର ମନ୍ତ୍ରୀ ଦୁର୍ଘଟଣାରୁ ଅଳ୍ପକେ ରକ୍ଷା ପାଇଯାଇଛନ୍ତି ।

ସୂଚନାନୁଯାୟୀ , ଏଥିରେ ୩୫ ବର୍ଷୀୟ ଜଣେ ଯୁବକଙ୍କ ମୃତ୍ୟୁ ଘଟିଥିବା ସୂଚନା ରହିଛି । ଭୁଲ ପାର୍ଶ୍ୱରୁ ଆସୁଥିବା ମୋଟରସାଇକେଲ ଚାଳକଙ୍କ ସହ ତାଙ୍କ ଗାଡି ମୁହାଁମୁହିଁ ଧକ୍କା ହୋଇଥିଲା । ମ୍ୟାକ୍ସୱେଲଙ୍କ ବିସ୍ଫୋରକ ୨୦୦ ରନ, ଆଫଗାନିସ୍ତାନକୁ ହରାଇ ସେମିରେ ଅଷ୍ଟ୍ରେଲିଆ ଅମରୱାଡା ପୋଲିସ ଷ୍ଟେସନ ଅନ୍ତର୍ଗତ ସିଙ୍ଗୋଡି ବାଇପାସରେ ଏହି ଦୁର୍ଘଟଣା ଘଟିଛି । ପଟେଲ ଛିନ୍ଦୱାଦା ଠାରୁ ନରସିଂହପୁର ଅଭିମୁଖେ ସେ କାରରେ ଯାଉଥିଲେ । ଏହାପରେ ରାସ୍ତାରେ ଏକ ବାଇକ୍ ଆସିଲା।

Related posts

ପ୍ରେମିକାକୁ ଭିଡିଓ କଲ କରି ଫାଶୀ ଦେଇ ଆତ୍ମହତ୍ୟା କଲା ପ୍ରେମିକ

mahabharatanews

୭୧ହଜାର ନିଯୁକ୍ତି ପତ୍ର ପ୍ରଦାନ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

mahabharatanews

ଯୌନ ନିର୍ଯାତନା ମାମଲା, ବ୍ରଜଭୂଷଣଙ୍କ ବୟାନ ରେକର୍ଡ

mahabharatanews