ମନୋରଞ୍ଜନ

ବଲିଉଡରେ ଡେବ୍ୟୁ କରିବେ ଉର୍ଫି

(ମୁମ୍ବାଇ) : ସୋସିଆଲ ମିଡିଆ ଷ୍ଟାର ଉର୍ଫି ଜାଭେଦ୍ ଅନେକ ସମୟରେ ତାଙ୍କର ଭିନ୍ନ ପୋଷାକ ପରିଧାନ ହେତୁ ହେଡଲାଇନରେ ରହିଥା’ନ୍ତି।ତେବେ ଏହି ଚର୍ଚା ଭିତରେ ଖବର ମିଳିଛି ଯେ ଉର୍ଫି ଖୁବ୍ ଶୀଘ୍ର ବଲିଉଡରେ ଡେବ୍ୟୁ କରିବେ। ଆଂଜ୍ଞା ହଁ ସୋସିଆଲ ମିଡିଆ ସେନସେସନ ଉର୍ଫି ଜାଭେଦ ଦିବାକର ବାନାର୍ଜୀଙ୍କ ଆଗାମୀ ଚଳଚ୍ଚିତ୍ର ‘ଏଲଏସଡି-୨’ ସହିତ ଅଭିନୟ ଜଗତରେ ପ୍ରବେଶ କରିବାକୁ ଯାଉଛନ୍ତି। ଏହି ଚଳଚ୍ଚିତ୍ରକୁ ଦର୍ଶକ ବହୁ ସମୟ ଧରି ଅପେକ୍ଷା କରିଥିଲେ। ବର୍ତ୍ତମାନ ଫିଲ୍ମଟି ଏପ୍ରିଲ ୧୯ରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବ ବୋଲି ଜଣାପଡ଼ିଛି।

Related posts

ସାମ୍ନାକୁ ଆସିଲା  ଧୋନିଙ୍କ ପ୍ରଯୋଜିତ ପ୍ରଥମ ସିନେମା ‘ଏଲ୍‌‌ଜିଏମ୍‌’

mahabharatanews

ଅକ୍ଷୟ କୁମାରଙ୍କ ଚଳଚ୍ଚିତ୍ର ଓଏମଜି-୨କୁ  ‘ଏ’ ସାର୍ଟିଫିକେଟ୍

mahabharatanews

ମଞ୍ଚରେ ଚାଲିଗଲେ ମାଲେସୀୟ ନୃତ୍ୟଗୁରୁ

mahabharatanews