ମନୋରଞ୍ଜନ

ହାଇ-ହିଲ୍ସ ପିନ୍ଧି ପଡିଗଲେ ଉର୍ଫି ଭାଇରଲ ହେଲା ଭିଡିଓ

(ମୁମ୍ବାଇ) : ନିଜର ସ୍ୱତନ୍ତ୍ର ଫ୍ୟାସନ ପାଇଁ ଲୋକପ୍ରିୟ ସାଉଁଟିଥିବା ଉରଃଫି ହିଲ ପିନ୍ଧି ପଡି ଯାଇଛନ୍ତି । ତେବେ ଉର୍ଫି ଅନେକ ଥର ଟପ୍‌ଲେସ୍‌ ହୋଇ ବିବାଦର ପରିସରକୁ ଆସିଥିବା ବେଳେ ଏବେ ନିଜର ହାଇ-ହିଲ୍ସ ସମ୍ଭାଳି ନପାରି ତଳେ ପଡ଼ିଯାଇ ଟ୍ରୋଲ୍‌ ହୋଇଛନ୍ତି।

ସୁଚଣ୍ଣୁଯାୟୀ , ଏକ ଭିଡିଓ ଅନଲାଇନରେ ଭାଇରାଲ ହୋଇଛି। ଯେଉଁ ଭିଡିଓରେ ଜଣେ ପ୍ରଶଂସକ ଉର୍ଫିଙ୍କ ସହ ସେଲ୍‌ଫି ନେବାକୁ ଚେଷ୍ଟା କରୁଥିବା ବେଳେ ଉର୍ଫି ତାଙ୍କ ହାଇ-ହିଲ୍ସ ପାଇଁ ଗୋଡ଼ ମୋଡ଼ି ହୋଇ ପଡ଼ି ଯାଉଛନ୍ତି। ସେଠାରେ ଥିବା ଜଣେ ବ୍ୟକ୍ତି ଉର୍ଫିଙ୍କୁ ନିଜ ହାତ ବଢ଼ାଇ ଉଠିବାରେ ସାହାଯ୍ୟ କରୁଛନ୍ତି।

 

Related posts

କର୍କଟର ୪ର୍ଥ ଷ୍ଟେଜରେ ଜି‌ତେନ୍ଦ୍ର ଓ ସଚିନଙ୍କୁ ଭେଟିବାକୁ ଇଚ୍ଛା 

mahabharatanews

ଅଯୋଧ୍ୟାରେ ଉପହାର ଦେଖି କାନ୍ଦିଲେ ରାମ

mahabharatanews

ସର୍ଜରୀ ସାରି ଭାରତ ଫେରିଲେ ସୁପରଷ୍ଟାର ପ୍ରଭାସ

mahabharatanews