ମନୋରଞ୍ଜନ

‘ଅଙ୍କିତାକୁ ବିବାହ କରାଇବାକୁ ଚାହୁନଥିଲୁ’ :ବିକିଙ୍କ ମା  

(ମୁମ୍ବାଇ) :  ଆମେ ଅଙ୍କିତା ସହ ବିକିର ବିବାହ କରାଇବାକୁ ଚାହୁନଥିଲୁ। ଶାଶୁ ରଞ୍ଜନା ଜୈନ୍ ଦେଲେ ଏଭଳି ବୟାନ। ବିଗ୍ ବସ୍ ୧୭ ଭାଇରାଲ ପ୍ରେ‌ାମୋ ଭିଡିଓରେ ଦେଖାଯାଇଛି।

ପୁଅ-ବୋହୂଙ୍କୁ ଭେଟି ବାହାରକୁ ଆସିବା ପରେ ରଞ୍ଜନା ଜୈନ୍ ଯେଉଁ ବୟାନ ଦେଇଛନ୍ତି, ତାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି। ବିକିଙ୍କ ମା’ ବିବାହ ପାଇଁ ତାଙ୍କ ପରିବାର ରାଜି ନଥିଲେ ବୋଲି କହିଛନ୍ତି। ସେ କହିଛନ୍ତି, “ବିକି ଅଙ୍କିତାଙ୍କୁ ବିବାହ କରିଥିଲେ। ଆମେ ସେମାନଙ୍କ ବିବାହକୁ ସମର୍ଥନ କରୁନଥିଲୁ। ବିକି ବିବାହ କରି ଦାୟିତ୍ବ ନେବାକୁ ପ୍ରସ୍ତୁତ ଥିବାରୁ ଆମେ କିଛି କହିନଥିଲୁ। ଆମେ ସୋ’ ମାଧ୍ୟମରେ ବହୁତ କିଛି ଦେଖୁଛୁ। କିନ୍ତୁ ଆମେ କିଛି କହୁ ନାହୁଁ। ବିକି, ଅଙ୍କିତାଙ୍କୁ ପସନ୍ଦ କରୁଥିବାରୁ ଆମେ ବିବାହ ପାଇଁ ହଁ କରିଥିଲୁ।

Related posts

ଏହି କାରଣରୁ ଜୀବନ ହାରିଲେ ନିର୍ଦ୍ଦେଶକ ନୀତିନ ଦେଶାଇ ! 

mahabharatanews

ପ୍ରଶଂସା ସାଉଁଟୁଛି କ୍ୟାଟ୍ରିନା କୈଫଙ୍କର ଆକ୍ସନ୍ ଲୁକ 

mahabharatanews

ଚାରି ଛୁଆଙ୍କ ସହ ଜନ୍ମଦିନ ପାଳିଲେ ଅଭିନେତା ସୈଫ୍‌ ଖାନ

mahabharatanews