ଓଡିଶା

ଆଶ୍ରୀତ ପଟ୍ଟନାୟକଙ୍କ ପ୍ରଚାର ବେଳେ ହିଂସାକାଣ୍ଡ

ଭୁବନେଶ୍ୱର: ପିପିଲିରେ ବିଜେପିର ପ୍ରଚାର ବେଳେ ହିଂସାକାଣ୍ଡ । ପ୍ରଚାର ବେଳେ ବିଜେଡି କର୍ମୀଙ୍କ ଆକ୍ରମଣ । ବିଜେପି କର୍ମୀଙ୍କୁ ବିଜେଡି କର୍ମୀ ମାଡ ମାରିବା ସହ ଗାଡି ଭଙ୍ଗାରୁଜା କରିଥିବା ଅଭିଯୋଗ । ଏନେଇ ପିପିଲି ଥାନାରେ ଅଭିଯୋଗ କରିଛି ବିଜେପି । ଆଜି ବିଜେପି ପ୍ରାର୍ଥୀ ଆଶ୍ରୀତ ପଟ୍ଟନାୟକ ପ୍ରଚାର କରୁଥିବା ବେଳେ କିଛି ବିଜେଡି କର୍ମୀ ରାଇଗିରି ଗାଁରେ ବିଜେପି କର୍ମୀଙ୍କ ଉପରକୁ ଆକ୍ରମଣ କରିଛନ୍ତି । ଏହି ଘଟଣା ପରେ ରାଇଗିରି ଗ୍ରାମରେ ଆଶ୍ରୀତ ଧାରଣାରେ ବସିଛନ୍ତି ।

Related posts

ଉଦ୍ଧାର ହେଲା ୩ ବିରାଟକାୟ ମାଛ

mahabharatanews

ମାଡ଼ିଗଲା ପିକଅପ ଭ୍ୟାନ୍ : ଚାଲିଗଲା ୩ ଜୀବନ

mahabharatanews

୨୭ରେ ସମଲେଇ ପ୍ରକଳ୍ପର ଲୋକାର୍ପଣ

mahabharatanews