ଓଡିଶା

ଆଶ୍ରୀତ ପଟ୍ଟନାୟକଙ୍କ ପ୍ରଚାର ବେଳେ ହିଂସାକାଣ୍ଡ

ଭୁବନେଶ୍ୱର: ପିପିଲିରେ ବିଜେପିର ପ୍ରଚାର ବେଳେ ହିଂସାକାଣ୍ଡ । ପ୍ରଚାର ବେଳେ ବିଜେଡି କର୍ମୀଙ୍କ ଆକ୍ରମଣ । ବିଜେପି କର୍ମୀଙ୍କୁ ବିଜେଡି କର୍ମୀ ମାଡ ମାରିବା ସହ ଗାଡି ଭଙ୍ଗାରୁଜା କରିଥିବା ଅଭିଯୋଗ । ଏନେଇ ପିପିଲି ଥାନାରେ ଅଭିଯୋଗ କରିଛି ବିଜେପି । ଆଜି ବିଜେପି ପ୍ରାର୍ଥୀ ଆଶ୍ରୀତ ପଟ୍ଟନାୟକ ପ୍ରଚାର କରୁଥିବା ବେଳେ କିଛି ବିଜେଡି କର୍ମୀ ରାଇଗିରି ଗାଁରେ ବିଜେପି କର୍ମୀଙ୍କ ଉପରକୁ ଆକ୍ରମଣ କରିଛନ୍ତି । ଏହି ଘଟଣା ପରେ ରାଇଗିରି ଗ୍ରାମରେ ଆଶ୍ରୀତ ଧାରଣାରେ ବସିଛନ୍ତି ।

Related posts

କମଳା ପୂଜାରୀଙ୍କ ବିୟୋଗରେ ଶୋକ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ

mahabharatanews

ବରିଷ୍ଠ ନାଗରିକଙ୍କୁ ସୁରକ୍ଷା ନେଇ ସଚେତନତା କାର୍ଯ୍ୟକ୍ରମ

mahabharatanews

୮ରୁ ଗଡ଼ିବ ପାରାଦୀପ-କେନ୍ଦୁଝରଗଡ଼ ପାସେଞ୍ଜର ଟ୍ରେନ୍‌

mahabharatanews