ମନୋରଞ୍ଜନ

ଭୋଟ ଦେଲେ ବଲିଉଡ ତାରକା

(ମୁମ୍ବାଇ) : ଆଜି ମହାରାଷ୍ଟ୍ରର ମୁମ୍ବାଇ ସହରରେ ମତଦାନ ଜାରି ରହିଛି । ଲାଇନରେ ଛିଡା ହୋଇ ନିଜ ମତସାବ୍ୟସ୍ତ କରୁଛନ୍ତି ବଲିଉଡ ତାରକା । ଜାହ୍ନବୀ କପୁର, ଇଶାନ ଖଟ୍ଟର, ଅକ୍ଷୟ କୁମାରଙ୍କ ପରି କଳାକାର ମାନେ ସକାଳୁ ସକାଳୁ ଭୋଟ ଦେବା ପାଇଁ ମତଦାନ କେନ୍ଦ୍ରରେ ପହଞ୍ଚିଥିଲେ ।

ସୂଚନାନୁଯାୟୀ ,  ୫୬ ବର୍ଷ ବୟସ୍କ ଅଭିନେତା ଅକ୍ଷୟ କୁମାର ସକାଳେ ଲାଇନରେ ଠିଆ ହୋଇ ଭୋଟ୍ ଦେଉଥିବାର ଦେଖିବାକୁ ମିଳିଥିଲା । ସେ ଭାରତୀୟ ନାଗରିକତ୍ୱ ଗ୍ରହଣ କରିବା ପରେ ପ୍ରଥମ ଥର ପାଇଁ ମତଦାନ କରିଛନ୍ତି । ସେହିପରି ଅଭିନେତା ନିଜ ପ୍ରିୟ ନେତାଙ୍କ ପାଇଁ ଭୋଟ୍ ଦେବା ପରେ ପ୍ରଶଂସକଙ୍କୁ ମଧ୍ୟ ତାଙ୍କ ଭଳି ଭୋଟ୍ ଦେବାକୁ ଅନୁରୋଧ କରିଛନ୍ତି ।

Related posts

“ଭାରତ ଆସିଲେ ରାକ୍ଷୀ ୨ ଘଣ୍ଟା ଭିତରେ ଗିରଫ ହେବେ” : ଆଦିଲ   

mahabharatanews

ମା ବନିଲେ ସିଦ୍ଧୁଙ୍କ ମା ‘

mahabharatanews

ପୁରୁଣା ଫୋଟୋ ପୋଷ୍ଟ କରି ଟ୍ରୋଲ ହେଲେ ନାୟିକା ଟ୍ୱିଙ୍କଲ ଖନ୍ନା

mahabharatanews