ଓଡିଶା

ତହସିଲ କାର୍ଯ୍ୟାଳୟ ସାମନାରେ ମହିଳାଙ୍କ ଧାରଣା

(ଜୟନ୍ତ କୁମାର ସେଠୀ/ପିପିଲି): ବନ୍ୟା ବିପନ୍ନଙ୍କୁ ରିଲିଫ ଦାବି କରି ଆଜି ପିପିଲି ତହସିଲ କାର୍ୟ୍ୟାଳୟ ସମ୍ମୁଖରେ ହାଟ ସାହି ପଞ୍ଚାୟତର ମହିଳାମାନେ ଧାରଣା ଦେଇଛନ୍ତି। ଗତକାଲି ହାଟ ସାହି ପଞ୍ଚାୟତ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିବା ସହିତ ବନ୍ୟା ବିପନ୍ନଙ୍କୁ ରିଲିଫ ଦାବି କରି ମହିଳାମାନେ ପିପିଲି-ଡେଲାଙ୍ଗ ରାସ୍ତା ଅବରୋଧ କରିଥିଲେ । ଏହି ବିକ୍ଷୋଭ ପ୍ରଦର୍ଶନରେ କଂଗ୍ରେସ ନେତ୍ରୀ ନିରୂପମା ପାତ୍ର ଯୋଗ ଦେଇ ବିପନ୍ନଙ୍କୁ ସହାୟତା ଯୋଗାଇ ଦେବାକୁ ପିପିଲି ତହସିଲଦାର ସପନ ନନ୍ଦଙ୍କୁ ଏକ ଦାବିପତ୍ର ପ୍ରଦାନ କରିଛନ୍ତି।

Related posts

ଜୟପୁରକୁ ଉଡିବ ଦ୍ୱିତୀୟ ବିମାନ

mahabharatanews

ଆଦର୍ଶ ବିଦ୍ୟାଳୟରେ ଶିକ୍ଷକଙ୍କ ମରୁଡ଼ି, ଫାଙ୍କା ପଡ଼ିଛି ୬ ଭାଗରୁ ୫ ଭାଗ ପ୍ରିନ୍ସିପାଲ ପଦବୀ

mahabharatanews

ବନ୍ୟା ଲାଗି ନୟାଗଡ ଓ ଜଗତସିଂହପୁର ଜିଲ୍ଲାରେ ସ୍କୁଲ ବନ୍ଦ

mahabharatanews