ଓଡିଶା

ଆଦର୍ଶ ବିଦ୍ୟାଳୟରେ ଶିକ୍ଷକଙ୍କ ମରୁଡ଼ି, ଫାଙ୍କା ପଡ଼ିଛି ୬ ଭାଗରୁ ୫ ଭାଗ ପ୍ରିନ୍ସିପାଲ ପଦବୀ

ଆଦର୍ଶ ବିଦ୍ୟାଳୟରେ ଶିକ୍ଷକଙ୍କ ମରୁଡ଼ି । ଫାଙ୍କା ପଡ଼ିଛି ୬ ଭାଗ ରୁ ୫ ଭାଗ ପ୍ରିନ୍ସିପାଲ ପଦବୀ । ୩୧୫ ରୁ ୨୬୧ ପଦବୀ ଖାଲି ପଡ଼ିଛି । ୧୮୫ ଭାଇସ ପ୍ରିନ୍ସିପାଲ ପଦବୀ ବି ଫାଙ୍କା ପଡ଼ିଛ । ସେହିପରି ୮୮୩ PGT ୬୬୫ TGT ଏବଂ ଅନ୍ୟାନ୍ୟ ୪୮୩ ଶିକ୍ଷକ ପଦବୀ ଖାଲି ପଡିଛି। ବିଧାନସଭା ରେ ଶୁଭାସିନି ଜେନା ଙ୍କ ପ୍ରଶ୍ନ ରେ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଙ୍କ ଉତ୍ତର ।

Related posts

କେଉଁଝର ଦୁର୍ଘଟଣା : ପୀଡ଼ିତଙ୍କ ପରିବାରକୁ ସହାୟତା ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ

mahabharatanews

ଚିଲିକା ରୋପୱେ କୁ ନେଇ ବିବାଦ

mahabharatanews

ଶ୍ରୀ ସତ୍ୟସାଇ ବାବାଙ୍କ ଜନ୍ମ ଉତ୍ସବ

mahabharatanews