ଓଡିଶା

ଆଜିଠାରୁ ବରଗଡ଼ ବିଶ୍ୱ ପ୍ରସିଦ୍ଧ ଧନୁଯାତ୍ରା

 (ବରଗଡ଼) : ଆଜିଠାରୁ ଆରମ୍ଭ ବରଗଡ଼ର ବିଶ୍ୱ ପ୍ରସିଦ୍ଧ ଧନୁଯାତ୍ରା । ଏଥର ବରଗଡ଼ ଧନୁଯାତ୍ରା ୭୬ତମ ବର୍ଷରେ ପଦାର୍ପଣ କରୁଛି । ଧନୁଯାତ୍ରାକୁ ନେଇ ସାରା ସହରରେ ଉତ୍ସାହର ମାହୋଲ । ତେବେ ଆଜିଠୁ ବିଶ୍ୱ ପ୍ରସିଦ୍ଧ ଧନୁଯାତ୍ରା ଆରମ୍ଭ ହୋଇ ଜାନୁଆରୀ ୨୫ ତାରିଖ ପର୍ଯ୍ୟନ୍ତ ଚାଲିବ । ଧନୁଯାତ୍ରା ପାଇଁ ହାଟପଦାରେ ମହାରାଜା କଂସଙ୍କ ୯୫ଫୁଟ୍ ଉଚ୍ଚ ଏବଂ ୪୫ ଫୁଟ ଓସାରର ଏକ ରାଜଦରବାର ନିର୍ମାଣ କରାଯାଇଛି ।

ସୂଚନାନୁସାରେ, ପ୍ରାୟ ୭ କିଲୋମିଟର ପରିଧି ମଧ୍ୟରେ ୧୪ଟି ମଞ୍ଚରେ ଧନୁଯାତ୍ରା ମହୋତ୍ସବର ଆୟୋଜିତ କରାଯାଉଛି । ଆଜିଠୁ ପର୍ଯ୍ୟଟକଙ୍କ ପାଇଁ ଖୋଲିବ ଭିତରକନିକା ଅନ୍ୟପଟେ ପୋଲିସ ପ୍ରଶାସନ ପକ୍ଷରୁ ମଧ୍ୟ ଧନୁଯାତ୍ରାକୁ ନେଇ ସଂପୂର୍ଣ୍ଣ ପ୍ରସ୍ତୁତ ହୋଇଛି | ଏହି ବିଶ୍ୱ ପ୍ରସିଦ୍ଧ ଯାତ୍ରା ସମୟରେ ଟ୍ରାଫିକ ସମସ୍ୟା ନହେବ ସେନେଇ ବରଗଡର ବିଭିନ୍ନ ଛକରେ ଟ୍ରାଫିକ ପୋଲିସ ମୃତୟନ କରାଯାଇଛି ଏହା ସହ ବିଭିନ୍ନ ରାସ୍ତାକୁ ଓ୍ବାନ ଓ୍ବେ କରାଯାଇଛି । ବରଗଡ ସହରର ବିଭିନ୍ନ ସ୍ଥାନରେ ସିସିଟିଭି କ୍ୟାମେରା ମଧ୍ୟ ଲଗାଯାଇଛି ।

Related posts

ପ୍ରତାପ ଜେନା ଏବଂ ସଞ୍ଜୟ ଦାସବର୍ମାଙ୍କୁ ପର୍ଯ୍ୟବେପକ୍ଷ ଦାୟିତ୍ୱ 

mahabharatanews

ଆଜି ପବିତ୍ର ହନୁମାନ ଜୟନ୍ତୀ

mahabharatanews

ପ୍ରସନ୍ନ ଆଚାର୍ଯ୍ୟ ନେଲେ ନିର୍ବାଚନ ମଣ୍ଡଳୀରେ ପରିଚାଳନା ଦାୟିତ୍ଵ

mahabharatanews