Uncategorized

ଲଞ୍ଚ ପରେ ନିଦ ଅ।ସୁଛି କି? ଏହି ଟିପ୍ସ ସାହାଯ୍ୟରେ ଦୂର କରିପାରିବେ ଥକାପଣ

(ମହାଭାରତ): ବାହାରର ପରିବେଶ ଯେଭଳି ହୋଇଥିଲେ ମଧ୍ୟ ଅଫିସ୍ ରେ କାମ କରୁଥିବା କର୍ମ•ରୀଙ୍କୁ ଖାଦ୍ୟ ଖାଇବା ପରେ ପ୍ରାୟତଃ ସମୟରେ ନିଦ ଅସିଥାଏୟ ଏହି ନିଦକୁ ଦୂର କରିବା ପାଇଁ ଲୋକମାନେ ୩ ରୁ ୪କପ୍ •’ ମଧ୍ୟ ପିଇଥାନ୍ତି କିନ୍ତୁ ନିଦ ତଥାପି ମଧ୍ୟ ନିଦ ଭାଙ୍ଗି ନଥାଏୟ ସେହିଭଳି ଏନର୍ଜି ଡ୍ରିଙ୍କଭାବେ ଲୋକମାନେ ଦିନସାରା ଅଫିସ୍ରେ ଖୁବ୍ ସାରା ସୁଗାର ନିଜ ଶରୀରକୁ ନେଇଥାନ୍ତିୟ ଏଭଳି ପରିସ୍ଥିତିରେ ସୁଗାର ଲେବଲ୍ ବଢିବା ସହ ସେହି ବ୍ୟକ୍ତିଙ୍କ ସ୍ୱାସ୍ଥ୍ୟକୁ ମଧ୍ୟ କ୍ଷତି ପହଞ୍ଚିଥାଏ

ଯଦି ଅ।ପଣଙ୍କ ଅଫିସ୍ ସମୟରେ ଅଧିକ ନିଦ ଅ ।ସୁଥାଏ ନିଦ ଭାଙ୍ଗିବା ପାଇଁ ସବୁଠାରୁ ଭଲ ଉପାୟ ହେଉଛି ଗୀତ ଶୁଣିବାୟ ଅଫିସ୍  କାମ କରିବା ସମୟରେ ତ ଅ।ପଣ ବିଲକୁଲ୍ ଗୀତ ଶୁଣିପାରିବେ ନାହିଁ କିନ୍ତୁ ଯେତେବେଳେ ଅ ।ପଣଙ୍କୁ ନିଦ ଅ ।ସୁଛି ସେହି ସମୟରେ ନିଶ୍ଚିତ ଗୀତ ଶୁଣନ୍ତୁୟ
-ଅଫିସ୍ରେ କାମ କରିବା ସମୟରେ କିଛି ଛୋଟ ଛୋଟ ଖାଇବା ଜିନିଷ ନିଜ ପାଖରେ ରଖନ୍ତୁୟ ଲଞ୍ଚ ପରେ ନିହାତି ଫାଇବର ଯୁକ୍ତ ହାଲୁକା ସ୍ନାକ୍ ଖାଅ ।ନ୍ତୁୟ ଏହାଦ୍ୱାରା ଅ।ପଣଙ୍କ ବ୍ଲଡସୁଗାର ମଧ୍ୟ କଣ୍ଟ୍ରୋଲରେ ରହିପାରିବୟ
ଯଦି ଅ।ପଣଙ୍କର ଚକଲେଟ୍ ଖାଇବାର ସୌକ୍ ଥାଏ ତେବେ ମିଲ୍କ ଚକଲେଟ୍ ବଦଳରେ ଡାର୍କ ଚକଲେଟ୍ ଖାଅ ।ନ୍ତୁୟ ସେହିଭଳି ମିଠା ଜିନିଷ ଖୁବ୍ କମ ଖାଅ ।ନ୍ତୁ କାରଣ ଏହାକୁ ଅଧିକ ସେବନ କରିବା ଦ୍ୱାରା ବହୁତ ଜଲଦି ଅ।ପଣଙ୍କୁ ଦୁର୍ବଳ ଅନୁଭବ ହୋଇଥାଏ ଏବଂ ଅ ।ପଣ ଅଳସୁଅ । ହୋଇଯିବେୟ
-ଅ।ପଣଙ୍କୁ ଯଦି ଅଫିସରେ ବସିବା ସମୟରେ ବାରମ୍ବାର •’ କିମ୍ବା କଫି ପିଇବାର ଅଭ୍ୟାସ ରହିଥାଏ ତେବେ ଅ ।ପଣ ଏହି ଅଭ୍ୟାସକୁ ବଦଳାଇବା ପାଇଁ ଚେଷ୍ଟା କରନ୍ତୁୟ ଏହାବଦଳରେ ଅ।ପଣ ଅଫିସରେ ଲେମ୍ବୁ ପାଣି ମଧ୍ୟ ସେବନ କରିପାରିବେୟ ଲେମ୍ବୁ ପାଣି ଅ ।ପଣଙ୍କ ଶରୀରରେ ଶକ୍ତି ଯୋଗାଇଥାଏୟ ଏହାବ୍ୟତୀତ ଲେମ୍ବୁ ପାଣି ଅ।ପଣଙ୍କ ଚିନ୍ତି ଦୂର କରିବା ସହ ମୁଡ୍ ଠିକ୍ କରିଥାଏୟ
-ଯଦି ଅ ।ପଣଙ୍କୁ ଅଫିସରେ ବହୁତ ଜୋର୍ରେ ନିଦ ଅ।ସିଥାଏ ତେବେ ଅ ।ପଣ ତୁରନ୍ତ ନିଜ ସିଟ୍ ରୁ ଉଠି ଓ୍ାସରୁମ୍ ଯାଇ ଥଣ୍ଡା ପାଣିରେ ମୁହଁ ଧୁଅନ୍ତୁୟ ଏକ ରିସର୍ଚ୍ଚ ଅନୁଯାୟୀ ଥଣ୍ଡା ପାଣି ଶରୀରରେ ଥିବା ରେଟିକ୍ୟୁଲର ସିଷ୍ଟମକୁ ଅ ।କ୍ଟିଭ କରିଥାଏ, ଯାହାଦ୍ୱାରା ଦୁର୍ବଳପଣ ଦୂର ହୋଇଥାଏୟ

Related posts

ସିଫା ଲକ୍କଡୱାଲାଙ୍କୁ କ୍ଲିନ ଚିଟ୍

mahabharatanews

ଘରେ ପ୍ରସ୍ତୁତ କରନ୍ତୁ ଗରମା ଗରମ ଚିକେନ୍ ରସା

mahabharatanews

ଭୋକରେ ଜୀବନ ଦେଲା, ହେଲେ ନିଜ ଛୁଆଙ୍କୁ ଖାଇଲା ନାହିଁ

mahabharatanews