ଥିରୁବନନ୍ଦପୁରମ: ଚିଫ ଜୁଡିସିଆଲ ମାଜିଷ୍ଟ୍ରେଟ (ସିଜେଏମ) କୋର୍ଟ ଶନିବାର ଦିନ କେନ୍ଦ୍ର ମନ୍ତ୍ରୀ ରବି ଶଙ୍କର ପ୍ରସାଦଙ୍କ ନାମରେ ଏକ ସମନ ଜାରି କରିଛନ୍ତି । କଂଗ୍ରେସ ନେତା ଶଶି ଥରୁରଙ୍କ ଦ୍ୱାରା ଦାୟର ହୋଇଥିବା ଏକ ମାନହାନୀ କେଶରେ କୋର୍ଟ ଏହି ସମନ ରବି ଶଙ୍କରଙ୍କୁ ଜାରି କରିଛନ୍ତି । ମେ ୨ ତାରିଖରେ ରବି ଶଙ୍କରଙ୍କୁ କୋର୍ଟରେ ହାଜର ହେବାକୁ କୁହାଯ।।ଇଛି । ରବିଶଙ୍କର ଥରୁରଙ୍କୁ ହତ୍ୟାକାରୀ କହିବାକୁ ନେଇ ଥରୁରଙ୍କ ନାମରେ କେଶା ଫାଇଲ କରିଥିଲେ ।
ସୁଚନାଯୋଗ୍ୟ, ଥରୁର ଶୁକ୍ରବାର କହିଥିଲେ, ଏହା କୌଣସି ହତ୍ୟା ନ ଥିଲା । ଦିଲ୍ଲୀ ପୁଲିସ ହତ୍ୟା ମାମଲା କରି ନ ଥିଲା, ଆତ୍ମହତ୍ୟା ମ।।ମଲା ରୁଜୁ କରିଥିଲ।। । ଏଫଆଇଆରକୁ ନେଇ କୋର୍ଟ କୌଣସି ଚାର୍ଜସିଟ କରିନ।।ହାନ୍ତି ।