ଓଡିଶା

ତରେଇଶୁଣୀ ପୀଠରେ ଅଷ୍ଟପ୍ରହରୀ ନାମଯଜ୍ଞ

(ମହାଭାରତ, ବୋଲଗଡ): ବୋଲଗଡ଼ ବ୍ଳକ ଗର୍ଭଣୀପଡ଼ା ଏବଂ ବେଣାଗାଡ଼ିଆ ଗ୍ରାମବାସୀଙ୍କ ପକ୍ଷରୁ ସ୍ଥାନୀୟ ମା’ ତରେଇଶୁଣୀଙ୍କ ପୀଠରେ ଏକାଦଶତମ ବାର୍ଷିକ ଅଖଣ୍ଡ ନାମଯଜ୍ଞ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ବିଭିନ୍ନ ଅଂଚଳରୁ ୧୦ଟି ନାମ ସଂଙ୍କୀର୍ତ୍ତନ ଦଳ ଯୋଗ ଦେଇଥିଲେ । ମୁଖ୍ୟ ଅତିଥି ଭାବେ ବେଗୁନିଆ ନିର୍ବାଚନ ମଣ୍ଡଳୀର କଂଗ୍ରେସ ନେତା ପ୍ରଦୀପ କୁମାର ସାହୁ ନାମଯଜ୍ଞରେ ଯୋଗଦେଇ ଆୟୋଜକ ମାନଙ୍କୁ ଉତ୍ସାହିତ କରିଥିଲେ ।

Related posts

ପ୍ରଭୁ ଶ୍ରୀଅଲାରନାଥଙ୍କ ଦର୍ଶନ,ଗଡୁଛି ସ୍ୱତନ୍ତ୍ର ‘ମୋ ବସ୍’

mahabharatanews

 ବିଳମ୍ବିତ ରାତିରେ ଜନ୍ମ ନେଲେ ପ୍ରଭୁ,  ଶ୍ରୀମନ୍ଦିରରରେ ଆଜି ନନ୍ଦୋତ୍ସବ

mahabharatanews

ବଢୁଛି ତାତି 

mahabharatanews