ଓଡିଶା

ଭିଜିଲାନ୍ସ ଜାଲରେ ACF ରେବତୀ ରମଣ ଯୋଶୀ: କ୍ୱାର୍ଟରରୁ ମିଳିଲା ୧୪ ଲକ୍ଷ ୫୦ ହଜାର ଟଙ୍କା

ଭୁବନେଶ୍ବର: ଭିଜିଲାନ୍ସ ଜାଲରେ ହୀରାକୁଦ ବନ୍ୟପ୍ରାଣୀ ଡିଭିଜନର ACF । ACF ରେବତୀ ରମଣ ଯୋଶୀଙ୍କ ଘରେ ଭିଜିଲାନ୍ସ ଚଢାଉ ହୋଇଛି। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଏହି ଚଢାଉ ଜାରି ରହିଛି। ସମ୍ବଲପୁର ଓ ବରଗଡ଼ ସମେତ ଏକକାଳୀନ ୯ଟି ସ୍ଥାନରେ ଚଢାଉ ଚାଲିଛି। ଚଢାଉ ସମୟରେ କ୍ୱାର୍ଟରରୁ ୧୪ ଲକ୍ଷ ୫୦ ହଜାର ନଗଦ ଟଙ୍କା ମିଳିଥିବା ସୂଚନା । ଏହି ଚଢାଉରେ ୩ ଡିଏସପି, ୧୦ ଇନିସପେକ୍ଟରଙ୍କ ସମେତ ଅନେକ ସହାୟକ କର୍ମଚାରୀ ସାମିଲ ଅଛନ୍ତି।

Related posts

ସୀମା ବିବାଦକୁ ନେଇ ଦୁଇ ଗାଁ ମଧ୍ୟରେ ଭୟଙ୍କର ଖଣ୍ଡଯୁଦ୍ଧ

mahabharatanews

ଶ୍ରମିକଙ୍କ ସାମାଜିକ ସୁରକ୍ଷା ପାଇଁ କଲ୍ୟାଣ ବୋର୍ଡ଼ ଗଠନ

mahabharatanews

ଏଥର ରେଡ୍ ପିଚରେ ଖେଳାଯିବା ମ୍ୟାଚ୍

mahabharatanews