ଓଡିଶା

ସାନଖେମୁଣ୍ଡି ନିର୍ବାଚନ ମଣ୍ଡଳୀର ବିଧାୟକ ବଣ୍ଟନ କଲେ ହରଲିକ୍ସ

(ହିଞ୍ଜିଳି/ରଜନୀକାନ୍ତ ପାତ୍ର): ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଧରାକୋଟ ବ୍ଲକ୍ ଜଗମୋହନ ପଞ୍ଚାୟତ ନନ୍ଦିଘୋର ଗ୍ରାମରେ ଥିବା ପ୍ରବାସୀ ଓଡ଼ିଆଙ୍କ ସଂଗରୋଧ କେନ୍ଦ୍ରର ସ୍ଥିତି ଅନୁଧ୍ୟାନ କରିଛନ୍ତି ବିଧାୟକ ଶ୍ରୀଯୁକ୍ତ ରମେଶ ଚନ୍ଦ୍ର ଜେନା । ବିଧାୟକ ସେଠଶରେ ପହଞ୍ଚିବା ସହ ସେଠାରେ ଥିବା ଲୋକଙ୍କ ସୁଖ ଦୁଃଖ ବୁଝିବା ଶହ ସେମାନଙ୍କୁ ଏଭଳି ଘଡିସନ୍ଧି ମୁହୂର୍ତ୍ତରେ ଆତ୍ମ ମନୋବଳ ଦୃଢ କରି କୁନି କୁନି ଛୁଆ ମାନଙ୍କୁ କିପରି ଯତ୍ନ ନେଵେ ସେ ବିଷୟରେ ଆଲୋଚନା କରିଥିଲେ । ଏପରି କି ବିଧାୟକ ଛୋଟ ପିଲାକଂ ପାଇଁ ହରଲିକ୍ସ ବଣ୍ଟନ କରିଥିଲେ । ଏହା ଦେଖି ପ୍ରବାସୀ ହୁରି ହୁରି ପ୍ରଶଂସା କରିଛନ୍ତି ।

Related posts

ମନୁଷ୍ୟକୃତ ଘାଇକୁ ନେଇ ଧର୍ମଶାଳା ବିଧାୟକଙ୍କୁ ଲୋକାୟୁକ୍ତ ନୋଟିସ

mahabharatanews

ମୁଖ୍ୟମନ୍ତ୍ରୀଙ୍କ ରୋଡ୍ ସୋ’ରେ କମ୍ପିବ ଭୁବନେଶ୍ୱର

mahabharatanews

ଜିଲ୍ଲାପାଳ କାର୍ୟ୍ୟାଳୟ ସମ୍ମୁଖରେ ମହିଳାମାନଙ୍କ ବିକ୍ଷୋଭ

mahabharatanews