ଓଡିଶା

ଆଗାମୀ ୩ମାସର ଇପିଏଫ ଭରିବ କେନ୍ଦ୍ର

(ମମତା ସାମଲ ): କର୍ମଚାରୀଙ୍କ ପାଇଁ ଏକ ଖୁସିଖବର । ଗତକାଲି ପ୍ରଧାନମନ୍ତ୍ରୀଙ୍କ ପ୍ୟାକେଜରେ କର୍ମଚାରୀମାନେ ଲାଭବାନ ପାଇପାରିବେ ବୋଲି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ ୧୫ହଜାରରୁ କମ୍ ଦରମା ପାଉଥିବା କର୍ମଚାରୀଙ୍କ ଇପିଏଫ ଭରିବେ କେନ୍ଦ୍ର ସରକାର । ଆଗାମୀ ୩ମାସ ଯଥା ଜୁନ, ଜୁଲାଇ, ଅଗଷ୍ଟ ମାସର ଇପିଏଫ ଭରିବେ କେନ୍ଦ୍ର ସରକାର । କମ୍ପାନୀ ପାଇଁ ୧୨% ଓ କର୍ମଚାରୀଙ୍କ ପାଇଁ ୧୨% ଇପିଏଫ ଦେୟ ସରକାର ଦେବେ । କ୍ଷୁଦ୍ର ସଂସ୍ଥାରେ ୩ଲକ୍ଷ ୬୭ହଜାର ଉପକୃତ ହେବେ । ଏଥିରୁ ୭୨ଲକ୍ଷ ୨୨ହଜାର ସ୍ୱଳ୍ପ ବେତନଭୋଗୀ କର୍ମଚାରୀ ଉପକୃତ ହୋଇପାରିବେ । ପୂର୍ବରୁ ମେ ମାସ ଯାଏଁ ଏହି ସୁବିଧା ଘୋଷଣା କରିଥିଲେ କେନ୍ଦ୍ର ସରକାର ।

Related posts

ପ୍ରବଳ ବର୍ଷା ସମ୍ଭାବନା; ସ୍ଥିତି ଉପରେ ନଜର ରଖିବାକୁ ଜିଲ୍ଲା ପ୍ରଶାସନକୁ ନିର୍ଦେଶ

mahabharatanews

ଆସନ୍ତାକାଲି କିଛି ଜିଲ୍ଲାରେ ବର୍ଷା ସମ୍ଭାବନା 

mahabharatanews

୨ ଦିନର ସଂଘର୍ଷ ପରେ ଆଖି ବୁଜିଲେ ଉନ୍ନାଓ ପିଡିତା

mahabharatanews