ଅପରାଧଓଡିଶା

ପିଲାଙ୍କୁ ଉଦ୍ଧାର ପାଇଁ ଛକ, ବଜାରରେ ଲାଗିଲା ପୋଷ୍ଟର

ରାଜଧାନୀରେ ଚିନ୍ତା ବଢ଼ାଇଛି ପିଲା ନିଖୋଜ ଘଟଣା । ୩ ଟି କେସରେ ପିଲାଙ୍କୁ ଉଦ୍ଧାର ପାଇଁ ଛାନଭିନ ଜାରି । ପରିବାର ର ଏତଲା ଆଧାରରେ ପୁରସ୍କାର ରାଶି ଘୋଷଣା କଲା କମିଶନରେଟ ପୋଲିସ । ଛକ, ବଜାରରେ ଲାଗିଲା ପୋଷ୍ଟର । ଜାରି ହେଲା ହେଲ୍ପ ଲାଇନ ନମ୍ବର । ପିଲାଙ୍କ ସମ୍ପର୍କରେ ସୂଚନା ଦେଲେ ମିଳିବ ୨୫ ହଜାର ଟଙ୍କାର ପୁରସ୍କାର ରାଶି । ଷ୍ଟେସନ ଓ ବସ୍ ଷ୍ଟାଣ୍ଡରେ ମଧ୍ୟ ଲାଗିଛି ପୋଷ୍ଟର । ଛୋଟ ପିଲାଙ୍କ ନିଖୋଜ ଘଟଣା ଏବେ ପୋଲିସ ପାଇଁ ସୃଷ୍ଟି କରିଛି ମୁଣ୍ଡବିନ୍ଧା । ସିସିଟିଭି ଆଧାରରେ ନିଖୋଜ ପିଲାଙ୍କୁ ଉଦ୍ଧାର ପାଇଁ ଚେଷ୍ଟା ଚଳାଇଛି ଧଉଳି ଓ ନୟାପଲ୍ଲୀ ଥାନା ପୋଲିସ ।

Related posts

ହିଞ୍ଜିଳି ରେଡ଼୍ ଜୋନ ଅଂଚଳରେ କୋଭିଡ଼ ମନିଟରିଂ କମିଟି ସହ ଜିଲ୍ଲାପାଳଙ୍କ ଆଲୋଚନା

mahabharatanews

୨୧ ଯାଏଁ ବର୍ଷା ସମ୍ଭାବନା, ୯ ଜିଲ୍ଲା ପାଇଁ ଅରେଞ୍ଜ ୱାର୍ଣ୍ଣିଂ ଜାରି  

mahabharatanews

୧୦ ବଖରା ଭସ୍ମିଭୂତ, ୧୦ ଲକ୍ଷରୁ ଉଦ୍ଧ୍ୱର୍ ଟଙ୍କାର ସମ୍ପତ୍ତି ନଷ୍ଟ

mahabharatanews