ଓଡିଶା

ଆଜିଠୁ ଚାଲିବ ତେଜସ୍ କୋଚ୍ 

(ଭୁବନେଶ୍ୱର) : ଆଜିଠୁ ଭୁବନେଶ୍ୱର-ନୂଆଦିଲ୍ଲୀ-ଭୁବନେଶ୍ବର ରାଜଧାନୀ ଏକ୍ସପ୍ରେସର ସମସ୍ତ ରେକ୍ ତେଜସ୍ କୋଚ୍ ସହ ଚଳାଚଳ କରିବ ବୁଧବାର ଓ ରବିବାର ଭୁବନେଶ୍ୱରରୁ ଛାଡ଼ୁଥିବା ଏବଂ ସୋମବାର ଓ ଶୁକ୍ରବାର ନୂଆଦିଲ୍ଲୀରୁ ଛାଡୁଥିବା ଏହି ଏକ୍ସପ୍ରେସ୍‌ ତେଜସ୍ କୋଚ୍ ସହ ଅଗଷ୍ଟ ୩୦ରୁ ଭୁବନେଶ୍ୱରରୁ, ସେପ୍ଟେମ୍ବର ୧ରୁ ନୂଆଦିଲ୍ଲୀରୁ ଚାଲିବ।

ସୂଚନାନୁଯାୟୀ , ସେହିପରି ସୋମବାର, ମଙ୍ଗଳବାର, ଗୁରୁବାର ଓ ଶୁକ୍ରବାର ଭୁବନେଶ୍ୱରରୁ ଛାଡ଼ୁଥିବା ଏବଂ ମଙ୍ଗଳବାର, ବୁଧବାର, ଗୁରୁବାର ଓ ରବିବାର ନୂଆଦିଲ୍ଲୀରୁ ଛାଡ଼ୁଥିବା ଭୁବନେଶ୍ୱର-ନୂଆଦିଲ୍ଲୀ-ଭୁବନେଶ୍ୱର ରାଜଧାନୀ ଏକ୍ସପ୍ରେସ୍‌ ତେଜସ୍ କୋଚ୍ ସହିତ ଉଭୟ ପାର୍ଶ୍ୱରୁ ଅଗଷ୍ଟ ୩୧ରୁ ଚଳାଚଳ କରିବ। ତେଜସ୍ କୋଚ୍‌ଗୁଡ଼ିକରେ ଯାତ୍ରୀଙ୍କୁ ଉନ୍ନତ ମାନର ଯାତ୍ରା ଉପଲବ୍ଧି ପ୍ରଦାନ କରାଇବ।

Related posts

“ପ୍ଲାଷ୍ଟିକ୍ ମୁକ୍ତ ପିକନିକ’ ପାଇଁ ରାଜ୍ୟ ସରକାରଙ୍କ ଆହ୍ୱାନ

mahabharatanews

ରବିବାର ରୁ ଅନୁଷ୍ଠିତ ହେବାକୁ ଯାଉଛି ଷ୍ଟ୍ରିଟ୍ କାର୍ଣ୍ଣିଭାଲ ବା ରାସ୍ତା ପାର୍ଶ୍ୱ ମେଳା

mahabharatanews

ସାମ୍ବାଦିକ ସଙ୍ଘ ଏସୟୁଜେର ବନ୍ଧୁ ମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ

mahabharatanews