ଓଡିଶା

ଭାଇ ପାଇଁ ଦିନଟିଏ 

(ପୁରୀ) : ଆଜି ପବିତ୍ର ରାକ୍ଷୀ ପୂର୍ଣ୍ଣିମା । ଆସନ୍ତାକାଲି ପବିତ୍ର ଗହ୍ମାପୂର୍ଣ୍ଣିମାରେ ମହାପ୍ରଭୁ ଶ୍ରୀଜଗନ୍ନାଥ ଓ ବଡ଼ଠାକୁର ଶ୍ରୀବଳଭଦ୍ର ବି ସାନ ଭଉଣୀ ହାତରୁ ରାକ୍ଷୀ ବାନ୍ଧିବେ । କିନ୍ତୁ ବୁଧୁବାର କିଛି ଲୋକେ ମାନୁଥିବା ବେଳେ କିଛି  ଗୁରୁବାର ମାନୁଛନ୍ତି । ସମସ୍ତ ଭାଇ ଭଉଣୀ ଏଥିପାଇଁ ପ୍ରସ୍ତୁତି ଜୋରସୋରରେ ଆଗେଇ ଚାଲିଛି । ରାଜ୍ୟର ପ୍ରତି ମାର୍କେଟରେ ଗହଳି ଚହଳି ଦେଖିବାକୁ ମିଳୁଥିବେ ବେଳେ ଭୁବନେଶ୍ୱରର ମାର୍କେଟ ବିଲଡିଂ ବାଦ ପଡିନି  ।

ସୂଚନାନୁଯାୟୀ ,  ଶ୍ରୀମନ୍ଦିରରେ ବର୍ଷ ତମାମ ପାଳିତ ପର୍ବ ମଧ୍ୟରୁ ରକ୍ଷା ବନ୍ଧନର ବିଶେଷ ମହତ୍ବ ରହିଛି । ଗହ୍ମାପୂର୍ଣ୍ଣମୀ ଓ ବଳଭଦ୍ର ଜନ୍ମୋତ୍ସବ ପାଇଁ ଏହି ଦିନ ଶ୍ରୀମନ୍ଦିରରେ ସ୍ବତନ୍ତ୍ର ନୀତିକାନ୍ତି ଅନୁଷ୍ଠିତ ହୋଇଥାଏ ।

Related posts

୧୪/୧୫ରେ ବର୍ଷା କମାଇବ ତାତି

mahabharatanews

ଭକ୍ତଙ୍କ ଗହଣରେ ହେବ ଘୋଷଯାତ୍ରା

mahabharatanews

ସଞ୍ଜୟ ଓ ପ୍ରଣବଙ୍କ ନାମରେ ଏତଲା କରିବାକୁ କୋର୍ଟଙ୍କ ନିର୍ଦ୍ଦେଶ

mahabharatanews