Uncategorized

ଉନ୍ନାଓ ଦୁଷ୍କର୍ମ ମାମଲା: ହାଇକୋର୍ଟଙ୍କ ଦ୍ୱାରସ୍ଥ ହେଲେ କୂଲଦୀପ

ଉନ୍ନାଓ: ଉତ୍ତର ପ୍ରଦେଶର ଉନ୍ନାଓରେ ନାବାଳିକା ସହ ଦୁଷ୍କର୍ମ ମାମଲାରେ ଆଜୀବନ କାରାଦଣ୍ଡ ଭେ।ଗୁଥିବା ବିଜେପିରୁ ନିଷ୍କାସିତ ବିଧାୟକ କୁଲଦୀପ ସେଙ୍ଗର ଆଜି ଦିଲ୍ଲୀ ହାଇକୋର୍ଟରେ ତିସ ହଜାରୀ କୋର୍ଟଙ୍କ ରାୟକୁ ଚ୍ୟାଲେଞ୍ଜ କରିଛନ୍ତି । ସେ ଆଜୀବନ କାରାବାସକୁ ଦିଲ୍ଲୀ ହାଇକୋର୍ଟରେ ଚ୍ୟାଲେଞ୍ଜ କରିଛନ୍ତି ।
ତିଶ ହଜାର କୋର୍ଟ ଏହି ମାମଲାରେ ମୃତ୍ୟୁ ପର୍ଯ୍ୟନ୍ତ ଜେଲରେ ରହିବେ । ଏହି ମାମଲାରେ କୋର୍ଟ ତାଙ୍କ ଉପରେ ୨୫ ଲକ୍ଷ ଟଙ୍କାର ଜରିମାନା ମଧ୍ୟ ଲଗାଇଛନ୍ତି, ଯାହାକୁ ସେ ଏକ ମାସ ମଧ୍ୟରେ ଜମା କରିବେ । ଦଣ୍ଡ କମ କରିବାକୁ ହୋଇଥିବା ଅପିଲ ଉପରେ ଜିଲ୍ଲା ବିଚାରପତି ଧର୍ମେଶ ଶର୍ମା କହିଥିଲେ, ସେଙ୍ଗର ଯାହା କିଛି କରିଥିଲେ, ତାହା ନାବାଳିକାକୁ ଡରାଇବାକୁ ଏପରି କରିଥିଲେ । ଏହି ଘଟଣାରେ କୌଣସି ନରମି ଦେଖାଇବା ପରି କିଛି ପରିସ୍ଥିତି ଦେଖ।। ଯାଉ ନାହିଁ । ସେଙ୍ଗର ଲୋକ ସେବକ ଥିଲେ, କିନ୍ତୁ ଲୋକଙ୍କ ସହ ବିଶ୍ୱାସଘାତ ପରି ହେବ, ତେଣୁ ଦଣ୍ଡରେ କୌଣସି ରିହାତି ମିଳିବ ନାହିଁ ।

Related posts

କୋରୋନା ଆତଙ୍କ: ମାସ୍କ ପିନ୍ଧିଲେ ଭାଗବାନ ଶିବ

mahabharatanews

ପଶ୍ଚିମ ବଙ୍ଗ ମନ୍ତ୍ରୀଙ୍କୁ ମିଳିଲାନି ବାଙ୍ଗଲାଦେଶ ଭିଜା

mahabharatanews

ଛୋଟା ରାଜନ ସମେତ ୪ ଜଣଙ୍କୁ ୨ ବର୍ଷ କାରାଦଣ୍ଡ

mahabharatanews