ଓଡିଶା

ଏନଏଚ ୪ କଡରେ କାରରେ ହଠାତ୍ ଲାଗିଲା ନିଆଁ

ଭୁବନେଶ୍ୱର: ଜଳିଗଲା କାର । କାରରେ କୌଣସି କାରଣରୁ ନିଆଁ ଲାଗିବାରୁ ହୁତୁହୁତୁ ହୋଇ ଜଳିଲା  । ଏପରି ଦୃଶ୍ୟ ଦେଖିବାକୁ ମିଳିଛି ନୟାପଲ୍ଲୀ ଅଞ୍ଚଳରେ । ନୟାପଲ୍ଲୀ ଦେଇ ଯାଇଥିବା ଏନଏଚ ୪ କଡରେ କାରରେ ହଠାତ୍ ନିଆଁ ଲାଗି ଜଳିଉଠିଥିଲା । କାରଟି ରାସ୍ତା କଡରେ ଥିବା ଏକ ଗ୍ୟାରେଜରେ ଠିଆହୋଇଥିବା ବେଳେ ଜଳିଉଠିଥିଲା । ସଙ୍ଗେ ସଙ୍ଗେ ଖବର ପାଇ ଅଗ୍ନିଶମ ବାହିନୀ ସେଠ।।ରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲା । ତେବେ କିପରି କାରଟି ଜଳିଲା ତାହା ଜଣାପଡିନାହିଁ । ତଦନ୍ତ ଚାଲିଛି ।

Related posts

କୋରୋନା ମୁକାବିଲା ପାଇଁ ସଚେତନତା କାର୍ଯ୍ୟକ୍ରମ

mahabharatanews

ଜେସିବି ଜାଳିଦେଲେ ନକ୍ସଲ

mahabharatanews

ସୃଷ୍ଟି ହେଉଛି ଲଘୁଚାପ, ପ୍ରବଳ ବର୍ଷା ସମ୍ଭାବନା

mahabharatanews