ଓଡିଶା

ଏନଏଚ ୪ କଡରେ କାରରେ ହଠାତ୍ ଲାଗିଲା ନିଆଁ

ଭୁବନେଶ୍ୱର: ଜଳିଗଲା କାର । କାରରେ କୌଣସି କାରଣରୁ ନିଆଁ ଲାଗିବାରୁ ହୁତୁହୁତୁ ହୋଇ ଜଳିଲା  । ଏପରି ଦୃଶ୍ୟ ଦେଖିବାକୁ ମିଳିଛି ନୟାପଲ୍ଲୀ ଅଞ୍ଚଳରେ । ନୟାପଲ୍ଲୀ ଦେଇ ଯାଇଥିବା ଏନଏଚ ୪ କଡରେ କାରରେ ହଠାତ୍ ନିଆଁ ଲାଗି ଜଳିଉଠିଥିଲା । କାରଟି ରାସ୍ତା କଡରେ ଥିବା ଏକ ଗ୍ୟାରେଜରେ ଠିଆହୋଇଥିବା ବେଳେ ଜଳିଉଠିଥିଲା । ସଙ୍ଗେ ସଙ୍ଗେ ଖବର ପାଇ ଅଗ୍ନିଶମ ବାହିନୀ ସେଠ।।ରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲା । ତେବେ କିପରି କାରଟି ଜଳିଲା ତାହା ଜଣାପଡିନାହିଁ । ତଦନ୍ତ ଚାଲିଛି ।

Related posts

ବ୍ଲକ ସ୍ତରୀୟ କ୍ରୀଡା ମହୋତ୍ସବ ୨୦୨୨ର ଉଦଘାଟନୀ ଉତ୍ସବ

mahabharatanews

ପୁଣି ଚର୍ଚ୍ଚାରେ ଚୌଦ୍ୱାର ଜେଲ, ଜେଲ ଭିତରୁ ବଟି ଆଦାୟ ପରେ ଚାଲିଛି ସେଲଫି

mahabharatanews

ଭେଣ୍ଡିଗଛ ଓପାଡି ଦେବାରୁ ଥାନାର ଦ୍ୱାରସ୍ଥ ହେଲେ ଚାଷୀ

mahabharatanews