ଓଡିଶା

ଏମ୍ସ ଖୋଜି ବାହାର କଲା ନୂଆ ଫଙ୍ଗସ

ଭୁବନେଶ୍ୱର: ନୂଆ ଏକ ଫଙ୍ଗସର ସନ୍ଧାନ ମିଳିଛି । ଭୁବନେଶ୍ୱର ଏମ୍ସର ଗବେଷକ ଏହି ନୂଆ ଫଙ୍ଗସ୍ର ସନ୍ଧାନ ପାଇଛନ୍ତି । ଏହାର ନାମ ରଖାଯାଇଛି ‘ଅରୁଣାଲୋକେ’ ରଖାଯାଇଛି। ନୂଆ ଫଙ୍ଗସ୍ ‘ଅରୁଣାଲୋକେ’ ବ୍ଲାକ୍ ଫଙ୍ଗସ୍ ସୃଷ୍ଟି କରୁଥିବା ଏମ୍ସ ପକ୍ଷରୁ ସୂଚନା ଦିଅ।।ଯାଇଛି । କରୋନା ଆକ୍ରାନ୍ତଙ୍କ ଚିକିତ୍ସା ପାଇଁ ଦୀର୍ଘ କାଳୀନ ଷ୍ଟିରଏଡ୍, ଆଣ୍ଟି ବାୟୋଟିକ୍ ଔଷଧ ବ୍ୟବହାର ହେଉଛି । ଫଳରେ ରୋଗୀ କରୋନାରୁ ସୁସ୍ଥ ହେଉଥିଲେ ମଧ୍ୟ ଫଙ୍ଗସ ସଂକ୍ରମଣ ବୃଦ୍ଧି ପାଉଛି । ଶରୀରର ରୋଗ ପ୍ରତିରୋଧକ ଶକ୍ତି ଦୁର୍ବଳ ହେଲେ ବ୍ଲାକ୍ ଫଙ୍ଗସ୍ ସଂକ୍ରମଣ ହେଉଥିବା ଦେଖାଦେଉଛି ।

 

Related posts

ବ୍ରହ୍ମପୁର ଏମକେସିଜିରେ ଅଗ୍ନିକାଣ୍ଡ

mahabharatanews

ଧାମରା ଅଦାନି ଡିଏଭି ଛାତ୍ରଛାତ୍ରୀ ନାସା ଦ୍ୱାରା ହେବେ ସମ୍ମାନିତ

mahabharatanews

ମହାପ୍ରଭୁଙ୍କ ରଥନିର୍ମାଣ ପାଇଁ ଚଳଚଞ୍ଚଳ ରଥ ଖଳା

mahabharatanews