ଓଡିଶା

ଧାମରା ଅଦାନି ଡିଏଭି ଛାତ୍ରଛାତ୍ରୀ ନାସା ଦ୍ୱାରା ହେବେ ସମ୍ମାନିତ

ଭୁବନେଶ୍ୱର: ଧାମରାସ୍ଥିତ ଅଦାନି ଡିଏଭି ସ୍କୁଲର ୧୪ ଛାତ୍ରଛାତ୍ରୀ ଆମେରିକାର ମହାକାଶ ସଂସ୍ଥା ନାସା ଦ୍ୱାରା ସମ୍ମାନିତ ହେବେ । କୋଭିଡ ମହାମାରୀ ମଧ୍ୟରେ ବିଭିନ୍ନ ସଂସ୍ଥା ଦ୍ୱାରା ଅନୁଷ୍ଠିତ ପ୍ରତିଯୋଗିତାରେ ସ୍କୁଲର ୨୪ ଜଣ ଛାତ୍ରଛାତ୍ରୀ ଭାଗନେଇ ଏହି ଅପ୍ରତ୍ୟାଶିତ ସଫଳତା ହାସଲ କରିଛନ୍ତି । ଏମାନଙ୍କ ମଧ୍ୟରୁ ୧୪ ଜଣ ଛାତ୍ରଛ।।ତ୍ରୀ ନାସା ପକ୍ଷରୁ ସାର୍ଟିଫିକେଟ ପାଇବାକୁ ମନୋନୀତ ହୋଇଛନ୍ତି । ଏହି ଛାତ୍ରଛାତ୍ରୀ ନାସା ଦ୍ୱାରା ଆୟୋଜିତ ଗୋଟିଏ ଦିନର ବୈଜ୍ଞାନି ପ୍ରତିଯୋଗିତାରେ ଭାଗନେଇଥିଲେ । ଏହା ବ୍ୟତୀତ ବିଭିନ୍ନ ସଂସ୍ଥା ଦ୍ୱାରା ମଧ୍ୟ ଏହି ସ୍କୁଲର ଛାତ୍ରଛାତ୍ରୀ ପୁରସ୍କୃତ ହୋଇଛନ୍ତି କରୋନା ମହାମାରୀ ମଧ୍ୟରେ ।

Related posts

ଶୁଭଲକ୍ଷ୍ମୀ ଆତ୍ମହତ୍ୟା ମାମଲା; ଭାଇରଲ ଭିଡିଓର ସତ୍ୟତା ନାହିଁ

mahabharatanews

ଉଠା ଦୋକାନ ଉପରେ ଚଢିଗଲା ଟ୍ରକ, ୪ ମୃତ ୭ ଆହତ

mahabharatanews

ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ କେନ୍ଦ୍ରମନ୍ତ୍ରୀ

mahabharatanews