Uncategorized

ଏସବୁ ଦେଶରେ ବିନା ପୋଷାକରେ ବୁଲିପାରିବେ ମହିଳା

(ମହାଭାରତ): ଦୁନିଆରେ ପୁରୁଷମାନେ କିଛି ବି କରିବାକୁ ନେଇ ମୁକ୍ତ । ଉଦାହରଣସ୍ୱରୂପ ପୁରୁଷମାନେ ଯେକୌଣସି ସ୍ଥାନରେ ବି ସହଜରେ ନିଜର ସାର୍ଟ କାଢି ବୁଲିପାରିବେ କିନ୍ତୁ ଏହି କାମ ଯଦି ମହିଳାମାନେ କରିବେ ତେବେ ତାଙ୍କୁ ବିଭିନ୍ନ ପ୍ରକାର କଥା କୁହାଯାଇଥାଏ । ଏପରିକି ଅନେକ ଦେଶରେ ମହିଳାମାନେ ଏପରି କରିବା ଦ୍ୱାରା କଠୋର ଶାସ୍ତି ଦେବାର ନିୟମ ମଧ୍ୟ ରହିଛି । କିନ୍ତୁ ଏହାବ୍ୟତୀତ ଏଭଳି କିଛି ଦେଶ ରହିଛି ଯେଉଁଠାରେ ମହିଳାମାନେ ନିଜ ଇଚ୍ଛାରେ କୌଣସି ବି ସ୍ଥାନରେ ଡ୍ରେସ କାଢି ବୁଲିପାରିପାରେ ମୁକ୍ତ । ତେବେ ଆସନ୍ତୁ ଜାଣିବା କେଉଁ କେଉଁ ଦେଶରେ ଏହି ନିୟମ ରହିଛି ।
୧- କାର୍ଲିଫର୍ଣ୍ଣିୟା
୨- କୋଲୋରାଡୋ
୩- ଜର୍ଜିୟା
୪- ହୱାଇ
୫- ମୋନ୍ଟାନା
୬- ନ୍ୟୁମେକ୍ସିକୋ
୭- ନ୍ୟୁୟର୍କ
୮- ନର୍ଥ କାର୍ଲିଫର୍ଣ୍ଣିୟା
୯- ନର୍ଥ ଡାକୋଟା
୧୦- ସାଉଥ୍ ଡେକୋଟା
୧୧- ୱେଷ୍ଟ ଭର୍ଜିନିୟା

Related posts

୨ ଆତଙ୍କୀଙ୍କୁ ଢେର କଲା ସୋପର ପୋଲିସ

mahabharatanews

କେଜ୍ରିୱାଲଙ୍କ ଶପଥ ସମାରୋହରେ ଯୋଗ ଦେବେ ଦିଲ୍ଲୀବାସୀ

mahabharatanews

ଦେଶରେ ୨୭୮୯୨ ଆକ୍ରାନ୍ତଙ୍କ ମଧ୍ୟରେ ୮୭୨ଙ୍କ ମୃତ୍ୟୁ

mahabharatanews