ଓଡିଶା

କଇଁଛ ଧରିବାକୁ ଯାଇ ଚାଲିଗଲା ୩ ଜଣଙ୍କ ଜୀବନ

( ବିନିକା) ; ପରିତ୍ୟକ୍ତ କୁଅରେ ବୁଡି ୩ ଜଣଙ୍କ ମୃତ୍ୟୁ । ଏପରି ଏକ ଦଃୁଖଦ ଘଟଣା ଘଟିଛି ବିନିକା ବ୍ଲକ କୁଇବାହାଲ ଆନନ୍ଦପୁର ଗାଁରେ । ସୂଚନା ଅନୁଯାୟୀ କଇଁଛ ଧରିବାକୁ କୂଅରେ ପଶିଥିବା ବେଳେ ୩ ଶ୍ୱାଶ ରୁଦ୍ଧ ହୋଇ ଚାଲିଗଲା ଜୀବନ । ତେବ ମୃତ ତିନିି ଜଣ ବାପା , ପୁଅ ଏବଂ ଜ୍ୱାଇଁ ବୋଲି ଜଣା ପଡିଛି । ତେବେ ଘଟଣା ସ୍ଥଳରେ ରାମପୁର ପୁଲିସ ଓ ବିନିକା ଅଗ୍ନିଶମ କର୍ମଚାରି ପହଞ୍ଚି ତିନି ଜଣଙ୍କୁ ଉଦ୍ଧାର କରିଛନ୍ତି ।

Related posts

ଆଜିଠୁ ଜନତା ମୈଦାନରେ ଅନ୍ତର୍ଜାତୀୟ ମିଲେଟ୍ ସମ୍ମିଳନୀ

mahabharatanews

୧୦୮ ଆମ୍ବୁଲାନ୍ସ ଦୁର୍ଘଟଣାଗ୍ରସ୍ତ

mahabharatanews

ମା’ ଭଗବତୀଙ୍କ ପୂଜା ମହୋତ୍ସବ ଉଦଯାପିତ ହୋଇଯାଇଛି

mahabharatanews