ଓଡିଶା

କରୋନ କଟକଣାକୁ ନମାନି ତଣ୍ଡ ଗଣିଲେ ୩ ଶୋ ରୁମ୍

(ଆଦର୍ଶ ରାଉତ): ଭୁବନେଶ୍ୱରରେ ସ୍ଥାନୀୟ ସଂକ୍ରମଣ ଦିନକୁ ଦିନ ବଢ଼ୁଥିବାରୁ ବିଏମ୍‌ସିକୁ ଚିନ୍ତା ଘାରିଛି। ସାମାଜିକ ଦୂରତ୍ୱ ଓ ମାସ୍କ ପିନ୍ଧିବା ଉପର ଗୁରୁତ୍ୱାରୋପ କରି ବିଭିନ୍ନ ସ୍ଥାନରେ ଚଢ଼ାଉ ଆରମ୍ଭ କରିଛି ବିଏମ୍‌ସି।ସାମାଜିକ ଦୂରତ୍ୱ ନ ମାନିବା ଓ ମାସ୍କ ପିନ୍ଧି ନ ଥିବାରୁ ଅଶୋକ ନଗରରେ ଥିବା ଶ୍ରୀଲେଦର୍ସ, ମ୍ୟାକ୍ସ ସମେତ ୩ଟି ପ୍ରମୁଖ ଶୋ ରୁମରୁ ଜରିମାନା ଆଦାୟ କରାଯାଇଛି। ଚଢ଼ାଉ କରି ଜରିମାନା ଆଦାୟ କଲେ ଈଗଉ/ଈଊଇ ଜଏଣ୍ଟ ସ୍କ୍ୱାଡ୍। ଏହାବ୍ୟତୀତ ଖଣ୍ଡଗିରି ଅଞ୍ଚଳରେ ବେଆଇନ ଭାବେ ଖୋଲିଥିବା ଏକ ଜିମ୍‌କୁ ମଧ୍ୟ ସିଲ୍ କରାଗଲା।
ସାମାଜିକ ଦୂରତ୍ୱ ନ ମାନିବା ଓ ମାସ୍କ ପିନ୍ଧି ନ ଥିବାରୁ ଅଶୋକ ନଗରରେ ଥିବା ଶ୍ରୀଲେଦର୍ସ, ମ୍ୟାକ୍ସ ସମେତ ୩ଟି ପ୍ରମୁଖ ଶୋ ରୁମରୁ ଜରିମାନା ଆଦାୟ କରାଯାଇଛି। ଚଢ଼ାଉ କରି ଜରିମାନା ଆଦାୟ କଲେ ଈଗଉ/ଈଊଇ ଜଏଣ୍ଟ ସ୍କ୍ୱାଡ୍। ଏହାବ୍ୟତୀତ ଖଣ୍ଡଗିରି ଅଞ୍ଚଳରେ ବେଆଇନ ଭାବେ ଖୋଲିଥିବା ଏକ ଜିମ୍‌କୁ ମଧ୍ୟ ସିଲ୍ କରାଗଲା।

Related posts

ଗୋଟିଏ ଦିନ ବଢିଲା କଟକ ବାଲିଯାତ୍ରା

mahabharatanews

ରତ୍ନସିଂହାସନରୁ ପଥର ଚୋରି ଅଭିଯୋଗ

mahabharatanews

ବରୀ ବ୍ଲକରେ କୋଭିଡ ନିୟମକୁ ଫୁ, ସାମାଜିକ ଦୂରତା ନମାନି ଡଙ୍ଗାରେ ଯାଉଛନ୍ତି ଲୋକେ

mahabharatanews