ଓଡିଶା

ଗଞ୍ଜେଇ ଜବତ, ୩ ଗିରଫ

ଖୋର୍ଦ୍ଧା: ଖୋର୍ଦ୍ଧା ଅବକାରୀ ଓ କଟକ କେନ୍ଦ୍ରାଞ୍ଚଳ ଅବକାରୀ ବିଭାଗ ମିଳିତ ଭାବରେ ଚଢ଼ାଉ କରି ଖୋର୍ଦ୍ଧା ଥାନା ଅଧୀନ ମୁକୁନ୍ଦପ୍ରସାଦ ଗାଁର ଚଢ଼ାଉ କରି ରଞ୍ଜନ କୁମାର ଧିର ନାମକ ବ୍ୟକ୍ତିଙ୍କୁ ଗିରଫ କରିବା ସହ ପ୍ରାୟ ୮ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ କରିଛି ।

ସୂଚନା ଅନୁଯାୟୀ, କଟକ ଅବକାରୀ ବିଭାଗ କୌଣସି ସୂତ୍ରରୁ ଖବର ପାଇ ଖୋର୍ଦ୍ଧା ଅବକାରୀ ବିଭାଗ ସହଯୋଗରେ ମୁକୁନ୍ଦପ୍ରସାଦ ଗ୍ରାମର ରଞ୍ଜନର ଘର ଉପରେ ଚଢାଉ କରିଥିଲା । ଚଢାଉବେଳେ ତାର ଘରୁ ୧ କୁଇଣ୍ଟାଲ ୬୦ କିଲୋ ଗ୍ରାମର ଗଞ୍ଜେଇ ଜବତ କରିଥିଲା । ଜବତ ଗଞ୍ଜେଇର ମୂଲ୍ୟ ପ୍ରାୟ ୮ ଲକ୍ଷ ଟଙ୍କା ହେବ । ଏଡି ମାମଲାରେ କନ୍ଧମାଳର ଅନ୍ୟ ୨ ଜଣଙ୍କୁ ମିଶାଇ ମୋଟ ତିନି ଜଣଙ୍କୁ ଗିରଫ କରିଥିଲା । ଜବତ ଗଞ୍ଜେଇର ବଜାର ମୂଲ୍ୟ ୮ ଲକ୍ଷ ଟଙ୍କା ହେବ ବୋଲି ଅବକାରୀ ବିଭାଗ ଅଧିକାରୀ ସୂଚନା ଦେଇଛି ।

Related posts

ସିଏମସି ନାମରେ ମିଥ୍ୟା ସଟଡାଉନ: ଗୁଜବକାରୀଙ୍କ ବିରୋଧରେ କାର୍ୟ୍ୟାନୁଷ୍ଠାନ ପାଇଁ ଥାନାରେ ଏତଲା

mahabharatanews

ଘର ଆଗରେ ମିଳିବ ପ୍ରାଣୀ ଚିକିତ୍ସା, ଶୁଭାରମ୍ଭ କଲେ ମାନ୍ୟବର ମୁଖ୍ୟମନ୍ତ୍ରୀ

mahabharatanews

ପ୍ରଥମ ଶ୍ରାଦ୍ଧବାର୍ଷିକୀରେ ମନେ ପଡନ୍ତି ଅରିନ୍ଦମ

mahabharatanews