ଓଡିଶା

ଘଡଘଡି ସହ ବର୍ଷା ସମ୍ଭାବନା

ଭୁବନେଶ୍ୱର: ଆଜି ଦିନ ୧୧ଟା ୩୦ ପର୍ୟ୍ୟନ୍ତ ଦ୍ୱୈତ୍ୟ ନଗରୀରେ ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା ରହିଛି। ଏହି ସମୟରେ ରାସ୍ତାଘାଟ ଠିକ ରୂପେ ଦୃଶ୍ୟମାନ ହେବ ନାହିଁ। ଘଡଘଡି ବର୍ଷା ସହ ୧ରୁ ୨ ସେଣ୍ଟିମିଟର ଏବଂ ୨ରୁ ୩ ସେଣ୍ଟିମିଟର ପର୍ଯ୍ୟନ୍ତ ବର୍ଷା ସମ୍ଭାବନା ରହିଛି । ତଳିଆ ଅଞ୍ଚଳରେ ପାଣି ଜମିବା ସମ୍ଭାବନା ରହିଛି । ରାସ୍ତାରେ ପାଣି ଜମିବା ସହ ଟ୍ରାଫିକ ସମସ୍ୟା ସୃଷ୍ଟି ହେବ । ତେଣୁ ଆବଶ୍ୟକସ୍ଥଳେ ହିଁ ଘରୁ ବାହାରିବା ପାଇଁ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପରାମର୍ଶ ଦେଇଛି ।

 

Related posts

ଆଜାଦୀ କା ଅମୃତ ମହୋତ୍ସବ ଲାଗି ତ୍ରିରଙ୍ଗା ଯାତ୍ରା

mahabharatanews

ସର୍ବପୁରାତନ ରେଭେନ୍ସା କଲେଜିଏଟ ସ୍କୁଲ ହେବ ଐତିହ୍ୟ ସ୍କୁଲ

mahabharatanews

ମନୁଷ୍ୟକୃତ ଘାଇକୁ ନେଇ ଧର୍ମଶାଳା ବିଧାୟକଙ୍କୁ ଲୋକାୟୁକ୍ତ ନୋଟିସ

mahabharatanews