ଓଡିଶା

 ଘଡ଼ଘଡ଼ି ସହ ପ୍ରବଳ ବର୍ଷା : ୯ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି 

(ଭୁବନେଶ୍ୱର) : କେରଳ ମୌସୁମୀ ଛୁଇଁବା ପରଠାରୁ ଜୁନ୍ରେ ନିଅଣ୍ଟିଆ ବର୍ଷା ହୋଇଥିବା ବେଳେ ଚଳିତମାସ  ବଙ୍ଗୋପସାଗରରେ କେନ୍ଦ୍ରୀଭୂତ ହେଉଛି ଘୂର୍ଣ୍ଣିବଳୟ । ମୌସୁମୀ ନିମ୍ନ-ଚାପ ରେଖା ତଥା ବାୟୁମଣ୍ତଳରେ ସକ୍ରିୟ ତାରତମ୍ୟ ସ୍ତର ପ୍ରଭାବରେ ଉପକୂଳ ଓଡ଼ିଶାର କିଛି ଜିଲ୍ଲାରେ ଆଜି ବର୍ଷା ହେବାର ସମ୍ଭାବନା ରହିଛି । ଘଡ଼ଘଡ଼ି ସହ ପ୍ରବଳ ବର୍ଷା ନେଇ ପାଣିପାଗ ବିଭାଗ ପକ୍ଷରୁ ଆଜି ୯ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି ।

ସୂଚନାନୁଯାୟୀ ,  ତେବେ ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ସୁନ୍ଦରଗଡ଼, ଝାରସୁଗୁଡ଼ା, ବରଗଡ଼, ଅନୁଗୁଳ, ସମ୍ବଲପୁର, ବୌଦ୍ଧ, କନ୍ଧମାଳ, କଳାହାଣ୍ତି ଏବଂ ନବରଙ୍ଗପୁରକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି ।

Related posts

ଆର୍ମି ହସ୍ପିଟାଲରେ ୨୪ ଜଣ କରୋନ। ଆକ୍ରାନ୍ତ

mahabharatanews

ବନ୍ୟା ଆଶଙ୍କା;  ବିପଦ ସଙ୍କେତରେ ଜଳକା ନଦୀ

mahabharatanews

ରାମ ମନ୍ଦିର ଶିଳାନ୍ୟାସ ପରେ ଶେରଗଡରେ ବଜରଙ୍ଗ ଦଳ ତରଫରୁ ପୁଜାର୍ଚ୍ଚନା

mahabharatanews