ଓଡିଶା

ଘରୁ ବାହାରିବା ମାନେ ସମସ୍ତେ ମାସ୍କ ପିନ୍ଧିବେ ବାଧ୍ୟତାମୂଳକ: ଜିଲ୍ଲାପାଳ

(ଜୟନ୍ତ ସେଠି/ ଗୋପ): ପୁରୀ ସହରରେ କରୋନା କୁ ନେଇ ଲକଡାଉନ ଜାରି ରହିଛି। ତେବେ ଏହି ଭିତରେ କେତେକ ନିୟମ କୁ ପୁରୀ ଜିଲ୍ଲାପାଳ ବଲବନ୍ତ ସିଂ କଡ଼ାକଡି କରିଛନ୍ତି। ଯଦି ଏହି ନିୟମ କିଏ ଉଲଘଂନ କରେ ତେବେ ଉକ୍ତ ବ୍ୟକ୍ତି , ଅନୁଷ୍ଠାନ କୁ ଅଧିକ ଟଙ୍କା ର ଜୋରିମାନା କରାଯିବ। ପ୍ରଥମ କଥା ହେଉଚି ପୁରୀ ସହର ରୁ ପ୍ରତ୍ୟେକ ଘରୁ ସ୍ୱଚ୍ଛ ସଵାରୀ ଗାଡି ଯାଇ ଅଳିଆ ସଂଗ୍ରହ କରୁଚି। କିନ୍ତୁ କେତେକ ଲୋକ ଘରୁ ଅଳିଆ ଦେଉ ନାହାନ୍ତି। ଏଣୁ ଅସନ୍ତା ମେ ମାସରୁ କେହି ଯଦି ଘର ଆଗରେ କି ରାସ୍ତାରେ ଅଳିଆ ପକାଯିବା ନଜର କୁ ଆସିବ ସେମାନଙ୍କୁ ଅଧିକ ଜୋରିମାନା କରାଯିବ। ସେହିପରି ଦ୍ୱିତୀୟ ବାର୍ତା ରହିଛି ମାସ୍କ ବ୍ୟବହାର ନେଇ । ଘରୁ ବାହାରିବା ମାନେ ସମସ୍ତେ ମାସ୍କ ପିନ୍ଧିବେ। ଏହା ବାଧ୍ୟତାମୂଳକ । ଏହାକୁ ଉଲଘଂନ କଲେ ଫା ଇନ କରାଯିବ। ସେହିପରିତୃତୀୟ ବାର୍ତା ରହିଛି ଛେ ପ ପକାଇବା ଉପରେ । ସର୍ବସାଧାରଣ ଜାଗା ରେ ଛେ ପ ପକାଇବା ଉପରେ କଟକଣା କୁ କଡା କଡୀ କରାଯାଇଛି। ଛେ ପ ପକାଇବା ନଜର କୁ ଆସିଲେ ଫାଇନ କରାଯିବ ବୋଲୀ ଜିଲାପାଳ ବଲବନ୍ତ ସିଂ ଲୋକ ଙ୍କୁ କହିଛନ୍ତି।

Related posts

ମତ୍ସ୍ୟ ଉତ୍ପାଦନକାରୀ ମହାସଂଘ ସହ ବିଭାଗୀୟ ମନ୍ତ୍ରୀଙ୍କ ଆଲୋଚନା

mahabharatanews

ବକୁଳବନ ମହୋତ୍ସବ ପାଳିତ

mahabharatanews

 ସକ୍ରିୟ ରହିଛି ଘୂର୍ଣ୍ଣିବଳୟ,ପ୍ରବଳ ବର୍ଷା ସମ୍ଭାବନା

mahabharatanews