ଓଡିଶା

ଟୋଲବ୍ରାହ୍ମଣୀ ଠାରେ ବିଶ୍ୱଶାନ୍ତି ବ୍ରହ୍ମଯଜ୍ଞ ଅନୁଷ୍ଠିତ

କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଲକ ଅନ୍ତର୍ଗତ ସରିଆ ଗ୍ରାମପଞ୍ଚାୟତ ଅଧୀନରେ ଥିବା ରତ୍ନକୁଟୀର ମହିମା ଅଲେଖ ଲତା ଆଶ୍ରମ ଟୋଲବ୍ରାହ୍ମଣୀ ଗ୍ରାମ ଠାରେ  ୬୮ତମ ବିଶ୍ୱଶାନ୍ତି ବ୍ରହ୍ମଯଜ୍ଞ ଅନୁଷ୍ଠିତ ହୋଇଯାଇଛି ବୈଦ ରାଜ ପବିତ୍ର ଶବର  ଓ ତାଙ୍କ ଧର୍ମ ପତ୍ନୀ ପଦ୍ମାବତୀ ଶବର ବ୍ରହ୍ମ ଅବଦୁତ ଭଗବାନ ବାବା ଙ୍କ ନେତୃତ୍ୱରେ ଆସନ୍ତା ଫାଳଗୁନ ଶୁକ୍ଲପକ୍ଷ ତ୍ରୟୋଦଶୀ ରବିବାର ସକାଳ ୮ଘଣ୍ଟା ସମୟରେ ସହ ସହ ଭକ୍ତ ଶ୍ରଦ୍ଧାଳୁ  ପ୍ରଥମେ କଳସ ପାଣି ତୁର୍ଲା ଡେ଼ମ ନିକଟରେ ପହଂଚି କଳସ ପାଣି ଆଣି ଗାଁ ପରିକ୍ରମା କରି ମହିମା ଆଶ୍ରମ କୁ ପହଂଚି ଥିଲେ, ଓ ସାନ୍ଧ୍ୟ ୭ ଘଣ୍ଟା ସମୟରେ ଅଖଣ୍ଡ ଦୀପ ପ୍ରଜ୍ୱଳନ  ହୋଇଥିଲା ସୋମବାର ଦିନ ଭଜନ ପ୍ରବୋଚନ ଓ ସାନ୍ଧ୍ୟ ସମୟରେ ଆଠ ଭଜନ ଗଡି ଉଠିଥିଲା

ଏହି ବିଶ୍ୱଶାନ୍ତି ମହାଯଜ୍ଞ ତିନି ଦିନ ଧରି ଚାଲି ଥିବା ବେଳେ ମଙ୍ଗଳ ବାର ଦିନ ପୂର୍ଣ୍ଣାହୂତି ସହ ସମାପନ ହୋଇଯାଇଛି ଏହି ବିଶ୍ୱଶାନ୍ତି ବ୍ରହ୍ମଯଜ୍ଞ ରେ ଦୂରୁ ଦୁରାନ୍ତର ରୁ ଆସିଥିବା ଅଲେଖ ବାବା ଓ ଭକ୍ତ ଶ୍ରଦ୍ଧାଳୁ ଙ୍କ ମୁହଁରୁ ଅଲେଖ ଅରୂପା ଶୂନ୍ୟ ବିଶ୍ୱ ସୁଧ, ସନାତନ ନିରଞ୍ଜନ,ଅବକ୍ତ ପରମ ବ୍ରହ୍ମ, ବିଭୁ ସତ୍ୟ ସନାତନ ଅବଦୁତ, ମଧୁ ବାବା, ଲବ ବାବା, ସଦାନନ୍ଦ ବାବ ଉପସ୍ଥିତ ରହି ଥିବା ବେଳେ ଚନ୍ଦ୍ରଶେଖର ଶବର, ଚନ୍ଦ୍ରଧ୍ୱଜ ଶବର ବୈକୁଣ୍ଠ ଶବର ଉପସ୍ଥିତ ରହିଁଥିଲେ

Related posts

୩୦ଟି ବଗି ଛାଡ଼ି ପଳାଇଲା ଇଞ୍ଜିନ୍

mahabharatanews

କରୋନା ସଂକ୍ରମଣ ବଢିଛି : ୬୩ ଜଣ କରୋନା ପଜିଟିଭ ଚିହ୍ନଟ

mahabharatanews

ତାଳଚେର ଲିଙ୍ଗରାଜ କୋଇଲା ଖଣିରେ ୫୦ ଫୁଟ ତଳକୁ ଖସିଲା କୋଇଲା ଅତଡ଼ା

mahabharatanews