ଓଡିଶା

ଜରଡା ଥାନା ପୋଲିସ ଯିବେ କ୍ୱାରାଣ୍ଟାଇନରେ

(ରଜନୀକାନ୍ତ ପାତ୍ର/ ହିଞ୍ଜିଳିକାଟୁ): ଗତ ୨୬ ତାରିଖରେ ଜରଡ଼ା ଥାନା ଅନ୍ତର୍ଗତ ପୋଲରାଜପୁର ଅଂଚଳରେ ଏକ ହତ୍ୟା ଉଦ୍ୟମ ମାମଲା ଘଟିଥିଲା । ଏହି ମାମଲାରେ ପୋଲିସ ୩ତାରିଖରେ ଅଭିଯୁକ୍ତ ଦୁଇ ଜଣଙ୍କୁ ଗିରଫ କରିଥିଲା । ୪ ତାରିଖରେ ସେମାନଙ୍କ ସ୍ୱାବ ସଂଗ୍ରହ କରାଯାଇ କରୋନା ଟେଷ୍ଟ ପାଇଁ ପଠାଯାଇଥିଲା । ଅଭିଯୁକ୍ତଙ୍କ ରିପୋର୍ଟ ପଜିଟିଭ ପରେ ଥାନା କର୍ମଚାରୀଙ୍କୁ କ୍ୱାରେଣ୍ଟଇନ ଯିବାକୁ ବ୍ରହ୍ମପୁର ଏସପି ପିନାକ ମିଶ୍ରଙ୍କ ନିର୍ଦେଶ ।

Related posts

କାଳବୈଶାଖୀର ତାଣ୍ଡବ, ଉଡିଲା ଛପର, ଟଳିଲା ଗଛ….

mahabharatanews

ମାଲକାନାଗିରି ସ୍ୱାଭିମାନ ଅଞ୍ଚଳରେ ଆରମ୍ଭ ହେଲା ମୋବାଇଲ୍ ସେବା

mahabharatanews

ଜାତୀୟ ସଡ଼କ ସୁରକ୍ଷା ମାସରେ ବାରକୋଟ ପୋଲିସ ଏବଂ +୩ ଡିଗ୍ରୀ ମହାବିଦ୍ୟାଳୟ ଆନୁକୁଲ୍ୟରେ ସଚେତନତା କାର୍ଯକ୍ରମ

mahabharatanews