ଓଡିଶା

ଜି. ବି. ନଗର ବ୍ଲକ ଅଞ୍ଚଳରେ କାଳବୈଶାଖୀ

(ଦୀପକ ମିଶ୍ର/ ଉଦଳା): ମୟୁରଭଞ୍ଜ ଜିଲ୍ଲା ଜି. ବି. ନଗର ବ୍ଲକ ଅଞ୍ଚଳରେ କାଳବୈଶାଖୀର ତାଣ୍ଡବ ଦେଖିବାକୁ ମିଳିଛି । ବିଶେଷ କରି ସାଇଁକୁଳକ୍ଷ, ହାଟନୂଆଙ୍ଗକ୍ଷ, ଦାମକ୍ଷ ସାହି, ଜୟପୁର ସମେତ ବ୍ଲକର ବିଭିନ୍ନ ଗ୍ରାମରେ ଘଡ଼ଘଡ଼ି ବର୍ଷା ସମେତ ପଵନ ମଧ୍ୟ ଦେଖିବାକୁ ମିଳିଛି । ପବନର ବେଗ ଏତେ ଅଧିକ ଥିଲାଯେ ରାସ୍ତାରେ ବିଭିନ୍ନ ପ୍ରକାର ଗଛ ଭାଙ୍ଗି ରାସ୍ତା ସମ୍ପୂର୍ଣ୍ଣ ବନ୍ଦ ହୋଇଯାଇଥିଲା । କିଛି ଘର ମଧ୍ୟ ଭାଙ୍ଗିଥିବାର ସୂଚନା ରହିଛି । କାଳବୈଶାଖି ଫଳରେ ବ୍ଲକର ବିଭିନ୍ନ ଗ୍ରାମରେ ଚାଷ କରିଥିବା ପନିପରିବା ଚାଷ ମଧ୍ୟ କ୍ଷତି ହେବାର ସମ୍ଭାବନା ରହିଛି । ବିଭିନ୍ନ ଜାଗାରେ ଲାଇନ ତାର ଉପରେ ଗଛ ପଡି ଥିବାରୁ ଲାଇନ ସରୋବରହରେ ବ୍ୟାଘାତ ହେବାର ସମ୍ଭାବନା ମଧ୍ୟ ରହିଛି ।

Related posts

ସାଧାରଣ ଲୋକଙ୍କୁ ଆଶ୍ୱସ୍ତି, କମିଲା ପେଟ୍ରୋଲ ଡିଜେଲ ଦର

mahabharatanews

ମାନ୍ୟବର କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଦ୍ୱାରା ଆଇଆଇଟି ଭୁବନେଶ୍ୱର ଅନୁସନ୍ଧାନ ଏବଂ ଉଦ୍ୟୋଗ ପାର୍କ ଉଦଘାଟନ

mahabharatanews

ମାଓବାଦୀ ସେଣ୍ଟ୍ରାଲ କ୍ୟାଡ଼ର ବିଜୟ ଏବଂ ମାଓବାଦୀ DVCM କ୍ୟାଡ଼ର ଲୋକେଶ ସଲାମେ ନିହତ

mahabharatanews