ଓଡିଶା

ଡିନାମାଇଟ ବ୍ଳାଷ୍ଟ କରି ମାଛମରା ବନ୍ଦ କରିବାକୁ ଦାବି

ସୁବର୍ଣ୍ଣପୁର/ ଓମପ୍ରକାଶ ମିଶ୍ର: ସୁବର୍ଣ୍ଣପୁର ଜିଲ୍ଲା ବିନିକା ସହର ଦେଇ ପ୍ରବାହିତ ମହାନଦୀରେ ଡିନାମାଇଟ ବ୍ଲାଷ୍ିଂ କରି ମାଛ ଧରିବା ଦ୍ୱାରା ନଦୀ ଦୂଷିତ ହେଉଛି । ଛୋଟଛୋଟ ମାଛ ସବୁ ମରିଯାଉଛନ୍ତି । ଏଥିରେ ମତ୍ସ୍ୟଜୀବୀମାନେ ପ୍ରଭାବିତ ହେଉଛନ୍ତି । ଏହି ବ୍ଲାଷ୍ଟି କରି ମାଛ ମାରିବା ପ୍ରତିବାଦ କରି ଏହ କାର୍ଯ୍ୟ ବନ୍ଦ କରିବାକୁ ଦାବି ହୋଇଛି । ବିନିକା ଓ ଉଲୁଣ୍ଡା ଆଞ୍ଚଳିକ ମତ୍ସଜୀବୀ ସଂଘ ତରଫରୁ ସ୍ଥାନୀୟ ତହସିଲଦାର, ଥାନା ଅଧିକାରୀ, କାର୍ୟ୍ୟନିର୍ବାହୀ ଅଧିକାରୀଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି ।

 

Related posts

ଏଣିକି ଏୟାର କୁଲିଙ୍ଗ ହେଲମେଟ ପିନ୍ଧିବେ ଟ୍ରାଫିକ ପୋଲିସ

mahabharatanews

ମାଲକାନଗିରି ରାଣୀ ଦୁର୍ଗାବତୀଙ୍କ ୪୫୭ତମ ବଳିଦାନ ଦିବସ ପାଳିତ

mahabharatanews

ଆଦିବାସୀ ବହୁଳ ଅଞ୍ଚଳରେ ସ୍ୱାସ୍ଥ୍ୟବସ୍ଥା ବିପର୍ଯ୍ୟୟ

mahabharatanews