ଓଡିଶା

ତିନିରଥ ନିର୍ମାଣ ପାଇଁ ୧୨୦ ପ୍ରକାର କଣ୍ଟା ଓ ଲୁହା ସାମଗ୍ରୀ ତିଆରି

(ଗୋପ/ ଜୟନ୍ତ ସେଠୀ): ତିନି ରଥର ନିର୍ମାଣ କାର୍ୟ୍ୟ ଆଗେଇ ଚାଲିଛି। ସେପ ଟେ ଦୋଳ ବେଦୀ କୋଣ ରେ କମାର ସାଳ ରେ କମାର ସେବକମାନେ କଣ୍ଟା ତିଆରି ରେ ଲାଗି ପଡିଛନ୍ତି। ଏହି କମାର ସେବକ ମାନେ ତିନି ରଥର ବିଭିନ୍ନ ପ୍ରକାର କଣ୍ଟା ଓ ଲୁହା ସାମଗ୍ରୀ ତିଆରି କରି ରଥ ଖଳା କୁ ଯୋଗାଇଥାନ୍ତି। ଅର କଣ୍ଟା , ବାଡ଼ିଆ କଣ୍ଟା , ବଳା କଣ୍ଟା ପ୍ରଭୁତି ୧୨୦ ପ୍ରକାର କଣ୍ଟା ସାମଗ୍ରୀ ଯୋଗାଇ ଥାନ୍ତି। ଅନ୍ୟପଟେ ରଥ ଖଳା ରେ ତୁମ୍ଭ ନିର୍ମାଣ କାର୍ୟ୍ୟ ଶେଷ ପର୍ୟ୍ୟାୟରେ ଥିବା ବେଳେ ରୂପକାର ମାନେ ଗୁଜ କାର୍ୟ୍ୟ କରୁଛନ୍ତି। ସେହିପରି କେନ୍ଦ୍ର ସରକାରଙ୍କ କୋଭିଡ ୧୯ ଗାଇଡ଼ ଲାଇନ ଅନୁଯାୟୀ ରଥ ନିର୍ମାଣ ରେ ଲାଗିଥିବା ସମସ୍ତ ସେବାୟତ ଙ୍କ ସ୍କ୍ରିନିଂ ସ୍ୱତନ୍ତ୍ର ଡ଼କ୍ଟର ଟିମ ଦ୍ୱାରା କରାଯାଇଛି କ୍ଷ

Related posts

ଅଂଶୁଘାତ ପାଇଁ ଚାଲିଗଲା ଯୁବକ ଜୀବନ,ହସ୍ପିଟାଲରେ ମୃତ ଘୋଷଣା କଲେ ଡାକ୍ତର

mahabharatanews

ମୁଖ୍ୟମନ୍ତ୍ରୀଙ୍କ ପୁରୀ ଗସ୍ତ ପାଇଁ ପ୍ରସ୍ତୁତି ବୈଠକ

mahabharatanews

ଆଜି ରାଜ୍ୟରେ୧୦୭ କ୍ୱାରେଣ୍ଟାଇନ କେନ୍ଦ୍ରର, ୫ ଲୋକାଲ

mahabharatanews