Uncategorized

ତ୍ୱଚାକୁ ଚମକାଇବାକୁ ଚାହୁଁଥିଲେ ଆପଣାନ୍ତୁ ଏହି ଉପାୟ

(ମହାଭାରତ): ଗରମ ଦିନ ଆରମ୍ଭ ହେଲେ ଝିଅ ହୁଅନ୍ତୁ ବା ପୁଅ ସାଧାରଣତଃ ଛୋଟ ସ୍କଟ, ହାପ ପ୍ୟାଣ୍ଟ ଆଦି ପିନ୍ଧିବା ଆରମ୍ଭ କରିଦିଅନ୍ତି । କିନ୍ତୁ ଯଦି ଏମିତିରେ ହାତ କିମ୍ବା ଗୋଡରେ ଆବଶ୍ୟକତା ଠାରୁ ଅଧିକ ଚୁଟି ବା କେଶ ଉଠୁଥାଏ ସେଗୁଡିକ ଅସୁନ୍ଦର ଦେଖାଯିବା ସହ ଅନ୍ୟ ମାନଙ୍କ ସାମ୍ନାରେ ଅସହଜ ଲାଗେ । ଏଥିପାଇଁ ୱାକ୍ସିଂଗ କରାଇନେବା ନିହାତି ଜରୁରୀ । ଏମିତି କଲେ ତ୍ୱଚାରୁ ଅନାବଶ୍ୟକୀୟ ଚୁଟି ହଟିବା ସହ ଡେଡ ସ୍କିନ ବି ବାହାରିଯାଏ । ଏହାସହ ଏକ ପ୍ରାକୃତିକ ଉଜ୍ଜ୍ୱଳତା ବି ଆସେ । କିନ୍ତୁ ୱାକ୍ସିଂଗ ଯଦି ଘରେ କରାଯାଏ ତେବେ ତାହାର ଲାଭକାରୀ ଗୁଣ ଅନେକ ମାତ୍ରାରେ ବଢିଯାଏ ।

ଏହାର କୌଣସି ନେଗେଟିଭ ପ୍ରଭାବ ବି ତ୍ୱଚା ଉପରେ ପଡେ ନାହିଁ । କିନ୍ତୁ ଅନ୍ୟ ୱାକ୍ସ ହେଲେ ବି ସହଜରେ ବାହାରି ଯାଇଥାଏ । ଏହି ୱାକ୍ସିଂଗର ଏତେ ମାତ୍ରାରେ ଉପକାର ମାନ ଥିବାବେଳେ ଏହାର ମୂଲ୍ୟ କିନ୍ତୁ ଅନ୍ୟ ତୁଳନାରେ ଯଥେଷ୍ଟ କମ । ଏହାସହ ହୋଲି ରଙ୍ଗକୁ ନିଜ ତ୍ୱଚାକୁ ସୁରକ୍ଷା ଦେବାକୁ ଚାହୁଁଥିଲେ ବି ଆପଣ ଏହାର ବ୍ୟବହାର କରିପାରିବେ । ଏହି ଉପାୟ ତ୍ୱଚାରୀ ରଙ୍ଗ ହଟାଇ ତ୍ୱଚାକୁ ନରମ ରଖିବାରେ ସହାୟକ ହେବ ।

Related posts

ଜୟାଙ୍କ ଜୟନ୍ତୀରେ ନବଜାତକଙ୍କୁ ସୁନା ମୁଦି ବଣ୍ଟନ

mahabharatanews

ସିଏଏ: ସୁପ୍ରିମ କୋର୍ଟରେ କେନ୍ଦ୍ରର ସତ୍ୟପାଠ

mahabharatanews

ଜାତିସଂଘରେ ଚୀନର ଭାରତ ବିରୋଧୀ ପ୍ରସ୍ତାବକୁ ଜର୍ମାନ, ଆମେରିକାର ଖଣ୍ଡନ

mahabharatanews