ନୂଆଦିଲ୍ଲୀ: ଆଜି ସକାଳ ୮ଟା କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ସୂଚନା ଅନୁଯାୟୀ ଦେଶରେ ଗତ ୨୪ ଘଣ୍ଟା ମଧ୍ୟରେ ୩୭,୧୪୮ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଫଳରେ ଦେଶରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୧୧ଲକ୍ଷ ୫୫ହଜାର ୧୯୧ରେ ପହଞ୍ଚିଛି । ଆକ୍ରାନ୍ତଙ୍କ ମଧ୍ୟରୁ ୭୨୪୫୭୭ ଜଣ ସୁସ୍ଥ ହୋଇଛନ୍ତି। ବାକି ୨୮୦୮୪ ଜଣ ଆକ୍ରାନ୍ତ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି। ହେବା ପରେ ସମ୍ପ୍ରତି ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୪୦୨୫୨୯ରେ ପହଞ୍ଚିଛି।
ମୋଟ ମୃତକଙ୍କ ମଧ୍ୟରେ ମହାରାଷ୍ଟ୍ରରୁ ୧୨୦୩୦ ଜଣ, ତାମିଲନାଡୁରେ ୨୫୫୧ ଜଣ, ଗୁଜରାଟରେ ୨୧୬୨ ଜଣ, ଉତ୍ତରପ୍ରଦେଶରେ ୧୧୯୨ ଜଣ ଏବଂ ପଶ୍ଚମବଙ୍ଗରେ ୧୧୪୭ ଜ. ଆନ୍ଧ୍ରପ୍ରଦେଶରୁ ୬୯୬ ଜଣ, ଅରୁଣାଚଳ ପ୍ରଦେଶରେ ୩ ଜଣ, ଆସାମରେ ୫୮ ଜଣ, ବିହାରରେ ୨୧୭ ଜଣ , ଚଣ୍ଡିଗଡ଼ରେ ୧୨ ଜଣ, ଛତିଶଗଡ଼ରେ ୨୫ ଜଣ, ଦାଦର ନଗର ହାୱେଲି ଏବଂ ଡାମନ ଓ ଦିଉରେ ୨ ଜଣ, ଦିଲ୍ଲୀରେ ୩୬୬୩ ଜଣ, ଗୋଆରେ ୨୩ ଜଣ, ହରିୟାଣାରେ ୩୫୫ ଜଣ, ହିମାଚଳ ପ୍ରଦେଶରେ ୧୧ ଜଣ, ଜମ୍ମୁ ଓ କଶ୍ମୀରରେ ୨୫୪ ଜଣ , ଝାଡ଼ଖଣ୍ଡରେ ୫୩ ଜଣ, କର୍ଣ୍ଣାଟକରେ ୧୪୦୩ ଜଣ, କେରଳରେ ୪୩ ଜଣ, ଲଦାଖରେ ୨ ଜଣ, ମଧ୍ୟପ୍ରଦେଶରେ ୭୩୮ ଜଣ, ମେଘାଳୟରେ ୪ ଜଣ, ଓଡ଼ିଶାରେ ୯୭ ଜଣ, ପୁଦ୍ଦୁଚେରୀରେ ୨୯ ଜଣ, ପଞ୍ଜାବରେ ୨୬୨ ଜଣ, ରାଜସ୍ଥାନରେ ୫୬୮ ଜଣ, ତେଲେଙ୍ଗାନାରେ ୪୨୨ ଜଣ, ତ୍ରିପୁରାରେ ୭ ଜଣ, ଉତ୍ତରାଖଣ୍ଡରେ ୫୫ ଜଣ, ।
previous post
