ଓଡିଶା

ଧାମରା ଅଦାନି ଡିଏଭି ଛାତ୍ରଛାତ୍ରୀ ନାସା ଦ୍ୱାରା ହେବେ ସମ୍ମାନିତ

ଭୁବନେଶ୍ୱର: ଧାମରାସ୍ଥିତ ଅଦାନି ଡିଏଭି ସ୍କୁଲର ୧୪ ଛାତ୍ରଛାତ୍ରୀ ଆମେରିକାର ମହାକାଶ ସଂସ୍ଥା ନାସା ଦ୍ୱାରା ସମ୍ମାନିତ ହେବେ । କୋଭିଡ ମହାମାରୀ ମଧ୍ୟରେ ବିଭିନ୍ନ ସଂସ୍ଥା ଦ୍ୱାରା ଅନୁଷ୍ଠିତ ପ୍ରତିଯୋଗିତାରେ ସ୍କୁଲର ୨୪ ଜଣ ଛାତ୍ରଛାତ୍ରୀ ଭାଗନେଇ ଏହି ଅପ୍ରତ୍ୟାଶିତ ସଫଳତା ହାସଲ କରିଛନ୍ତି । ଏମାନଙ୍କ ମଧ୍ୟରୁ ୧୪ ଜଣ ଛାତ୍ରଛ।।ତ୍ରୀ ନାସା ପକ୍ଷରୁ ସାର୍ଟିଫିକେଟ ପାଇବାକୁ ମନୋନୀତ ହୋଇଛନ୍ତି । ଏହି ଛାତ୍ରଛାତ୍ରୀ ନାସା ଦ୍ୱାରା ଆୟୋଜିତ ଗୋଟିଏ ଦିନର ବୈଜ୍ଞାନି ପ୍ରତିଯୋଗିତାରେ ଭାଗନେଇଥିଲେ । ଏହା ବ୍ୟତୀତ ବିଭିନ୍ନ ସଂସ୍ଥା ଦ୍ୱାରା ମଧ୍ୟ ଏହି ସ୍କୁଲର ଛାତ୍ରଛାତ୍ରୀ ପୁରସ୍କୃତ ହୋଇଛନ୍ତି କରୋନା ମହାମାରୀ ମଧ୍ୟରେ ।

Related posts

ଅନ୍ଧାରରେ ଚାଲିଛି ଏଟିଏମରୁ ଟଙ୍କା ଉଠାଣ

mahabharatanews

ଦେଶରେ ଓଡିଶା ମଦ୍ୟପାନ ଜନିତ ମୃତ୍ୟୁରେ  ଦ୍ୱିତୀୟ

mahabharatanews

ଆସୁଛି ଆଉ ଏକ ଘୂର୍ଣ୍ଣିବଳୟ, ଏସବୁ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି

mahabharatanews