ଓଡିଶା

ନବନିର୍ମାଣ କୃଷକ ସଂଗଠନ ପକ୍ଷରୁ କୃଷକ ଦୀନବନ୍ଧୁ ରାଉତଙ୍କ ସ୍ମୃତିସଭା

କେନ୍ଦ୍ରାପଡା: ନବନିର୍ମାଣ କୃଷକ ସଂଗଠନ ପକ୍ଷରୁ ସଂଗଠନର ସକ୍ରୀୟ ସଭ୍ୟ ତଥା କୃଷକ ସ୍ୱର୍ଗତ ଦୀନବନ୍ଧୁ ରାଉତଙ୍କ ବିୟୋଗରେ ଏକ ସ୍ମୃତିସଭା ଓସ୍ତପୁର ପଂଚାୟତର ପୂର୍ବତନ ସରପଂଚ ତଥା ପିସିସି ସଭ୍ୟ ଫକିର ଚରଣ ଖଟୁଆଙ୍କ ଅଧ୍ୟକ୍ଷତାରେ ଏକ ସ୍ମୃତିସଭା ଓସ୍ତପୁର ଠାରେ ଅନୁଷ୍ଠିତ ହୋଇଯାଇଛି । ସେହି ସ୍ମୃତିସଭାରେ ମଧୁସୂଦନ ରାଉତ, ରବିନ୍ଦ୍ର ମହାପାତ୍ର, ଦାଶରଥି ସାହୁ, ହୃଷିକେଶ ନାୟକ, ନିରଞ୍ଜନ ରଣା, ପ୍ରମୋଦ ରାଉତ ପ୍ରମୁଖ ଯୋଗଦେଇ ସ୍ୱର୍ଗତ ଦୀନବନ୍ଧୁଙ୍କ ସ୍ମୃତିଚାରଣ କରିବା ସହ ତାଙ୍କ ଅମରଆତ୍ମାର ସଦଗତି ନିମନ୍ତେ ୨ମିନିଟ ନୀରବ ପ୍ରାର୍ଥନା କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ବସନ୍ତ କୁମାର ମଲ୍ଲିକ, ମଦନମୋହନ ନାୟକ, ଭାଗବତ ଲେଙ୍କା, ଶୁକଦେବ ରାଉତ, ଦାମୋଦର ସାହୁ ପ୍ରମୁଖ ଯୋଗଦେଇ ସ୍ୱର୍ଗତ ଦୀନବନ୍ଧୁଙ୍କ ସ୍ମୃତିଚାରଣ କରିଥିଲେ ।

Related posts

ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେବେ ମା’…..

mahabharatanews

ଦ୍ଵିତୀୟ ଦିନରେ ଅନ୍ତର୍ଜାତୀୟ ମିଲେଟ୍ ସମ୍ମିଳନୀ

mahabharatanews

ଧାନମଣ୍ଡଳରେ ସ୍ୱେଚ୍ଛାସେବୀ ସଂଗଠନର ରକ୍ତଦାନ ଶିବିର

mahabharatanews