ଓଡିଶା

ନିମାପଡ଼ାରେ ବିଜେଡି ସୁପ୍ରିମୋଙ୍କ ରୋଡ ସୋ

(ଭୁବନେଶ୍ୱର) : ନିର୍ବାଚନକୁ ନେଇ ତିନି ରାଜନୈତିକ ଦଳ ସେମାନଙ୍କ ପ୍ରାର୍ଥୀଙ୍କ ପାଇଁ ପ୍ରଚାର ଜୋର୍ ଦାର କରିଦେଇଛନ୍ତି । ଜୁନ ୧ ରେ ଶେଷ ପର୍ଯ୍ୟାୟ ଭୋଟ ଗ୍ରହଣ ଏଥି ପାଇଁ ପୁରା ଫୁଲ ଦମରେ ପ୍ରଚାର କରୁଛନ୍ତି ବିଜେପି ଓ ବିଜେଡି । ପୁରୀ ନିମାପଡାରେ ନବୀନ କରିବେ ରୋଡ ଶୋ । ଦଳୀୟ ବିଧାୟକ ପ୍ରାର୍ଥୀ ଦିଲ୍ଲୀପ ନାୟକଙ୍କ ପାଇଁ ନବୀନ କରିବେ ପ୍ରଚାର । ବଡ କଥା ହେଉଛି ଏହି ଆସନରୁ ଦୀର୍ଘ ଦିନ ଧରି ସମୀର ଦାସ ବିଜେଡିର ପ୍ରାର୍ଥୀ ହୋଇ ଆସୁଥିଲେ । ଆଉ ନିମାପଡାକୁ ବିଜେଡି ନିଜ ପକେଟରେ ରଖିବା ପାଇଁ ଅନେକ ନେତାଙ୍କୁ ଏହି ଆସନରେ ଲଗାଇଛି । ଏହି କ୍ରମରେ ଆଜି ରୋଡ ଶୋ କରି ନବୀନ ଭୋଟ୍ ଭିକ୍ଷା କରିବାର କାର୍ଯ୍ୟକ୍ରମ ରହିଛି ।

Related posts

କୋଭିଡ ପରିଚାଳନାରେ ରାଜ୍ୟ ସରକାରଙ୍କ ଭୂମିକା ପ୍ରଶଂସନୀୟ: ରାଜ୍ୟପାଳ

mahabharatanews

ପଞ୍ଚୁପାଣ୍ଡବ ମହୋତ୍ସବ ଓ ପଲ୍ଲିଶ୍ରୀ ମେଳା-୨୦୨୬ ପ୍ରସ୍ତୁତି ବୈଠକ

mahabharatanews

୧୨ ବର୍ଷ କେନ୍ଦ୍ରରେ, ୨ ବର୍ଷ ଓଡ଼ିଶାରେ : ସଫଳତା ଗଣିଲା ଭାଜପା

mahabharatanews