ଓଡିଶାଶିକ୍ଷା

ପୁଣି ଜଣେ ଛାତ୍ରଙ୍କୁ ରାଗିଂ

ଭୁବନେଶ୍ୱର:ରୁଚିକା ଆତ୍ମହତ୍ୟା ନଥମୁଣୁ ପୁଣି ବିଜେବି ମହାବିଦ୍ୟାଳୟ ନାଁରେ ଆସିଛି ସଂଘୀନ ଅଭିଯୋଗ ।+୨ ଦ୍ୱିତୀୟ ବର୍ଷ କଳା ବିଭାଗର ଛାତ୍ର ରୁଦ୍ରନାରାୟଣ ପାତ୍ରଙ୍କୁ ଏକାଧିକ ସିନିୟର ଓ କିଛି ଅଣଛାତ୍ର ତାଙ୍କୁ ନିର୍ୟାତନା ଦେବା ସହ ପିଟିରାଗିଂ କରାଯାଇଥିବା ଅଭିଯୋଗ ହୋଇଛି।ନିର୍ୟାତନାରେ ଶିକାର ହୋଇଥିବା ରୁଦ୍ର ଓ ତାଙ୍କ ଅଭିଭାବକ ଏନେଇ ବଡ଼ଗଡ଼ ଥାନାରେ ଲିଖିତ ଅଭିଯୋଗ ହୋଇଛି। କିଛିଦିନ ତଳେ ରୁଚିକାଙ୍କ ଆତ୍ମହତ୍ୟା ନିଆଁ ଲିଭିନାହିଁ ପୁଣି ଛାତ୍ରଙ୍କୁ ରାଗିଂନେଇ ଉତ୍ତେଜନା ପ୍ରକାଶ ପାଇଛି ।

Related posts

୧୯ରେ ମୟୁରଭଞ୍ଜ ବନ୍ଦ ଡାକରା

mahabharatanews

ଏଣିକି ଭୁବନେଶ୍ୱରରୁ ସିଙ୍ଗାପୁର ସିଧା ଉଡିବ ବିମାନ

mahabharatanews

ପିପିଇ କିଟ୍‌ ଓ ମାସ୍କ ଦୁର୍ନୀତିର ତଦନ୍ତ କରିବ ଭିଜିଲାନ୍ସ

mahabharatanews