Uncategorized

ନୂଆଦିଲ୍ଲୀରେ ଆଉ ଏକ ଅଗ୍ନିକାଣ୍ଡ

ନୂଆଦିଲ୍ଲୀ: ଦେଶର ରାଜଧାନୀରେ ଅଗ୍ନିକାଣ୍ଡ ଏକ ନୀତିଦିନିଆ ଘଟଣାରେ ପରିଣତ ହେବାକୁ ବସିଲାଣି । ଗୁରୁବାର ମଧ୍ୟରାତ୍ରୀରେ ନୂଆଦିଲ୍ଲୀରେ ପୁଣି ଏକ ଭୟଙ୍କର ଅଗ୍ନିକାଣ୍ଡ ଘଟିଥିଲା । ତେବେ ଏଥିରେ କୌଣସି ବଡ଼ ଧରଣର ଅଘଟଣ କିମ୍ବା ଜୀବନ ହାନି ହେବା ପୂର୍ବରୁ ଅଗ୍ନିଶମ କର୍ମ·ରୀମାନେ ପହଞ୍ଚି ୫୦ରୁ ଅଧିକ ଲୋକଙ୍କୁ ଉଦ୍ଧାର କରିବାରେ ସକ୍ଷମ ହୋଇଥିଲେ ।

ସୂଚନା ଅନୁସାରେ, ଦିଲ୍ଲୀର କୃଷ୍ଣାନଗରରେ ଥିବା ଏକ ଗୋଦାମରେ ବୁଧବାର ରାତି ପ୍ରାୟ ୨ଟାରେ ଅଗ୍ନିକାଣ୍ଡ ଘଟିଥିଲା । ଖବର ପାଇ ସେଠାରେ ଅଗ୍ନିଶମ କର୍ମ·ରୀ ପହଞ୍ଚି ଗୋଦାମରେ ଫସି ରହିଥିବା ଲୋକଙ୍କ ଉଦ୍ଧାର କାର୍ଯ୍ୟ ଅ ।ରମ୍ଭ କରିଥିଲେ । ଯେଉଁ କୋଠାରେ ନିଅ ।ଁ ଲାଗିଥିଲା ତାହା ଏକ କବାଡ଼ି ଗୋଦାମ ଥିଲା । ୩ ମହଲା ବିଶିଷ୍ଟ ଏହି କୋଠାରେ ପ୍ରାୟ ୫୦ ଜଣ ଥିଲେ । ରାତିରେ ସେମାନେ ଶୋଇଥିବା ବେଳେ ହଠାତ ନିଅ ।ଁ ଲାଗିଯାଇଥିଲା । ଫଳରେ ଏସମ୍ପର୍କରେ ଲୋକେ ଜାଣି ପାରି ନ ଥିଲେ । ତେବେ ଅଗ୍ନି ତାପରେ ଜଣାପଡ଼ିବା ପରେ ସେମାନେ ଉଠି ଯାଇଥିଲେ । ଅଗ୍ନିଶମ କର୍ମ·ରୀମାନେ ନିଅ ।ଁ ଭିତରୁ ସେମାନଙ୍କୁ ବାହାରକୁ ଅ ।ଣିଥିଲେ । ଏହା ସହିତ ନିଅ ।ଁକୁ ଅ ।ୟତ୍ତ କରିଥିଲେ । ଗୋଦାମରେ ବହୁ ପରିମାଣରେ ପ୍ଲାଷ୍ଟିକ ସାମଗ୍ରୀ ଥିବାରୁ ନିଅ ।ଁକୁ ଅ ।ୟତ୍ତ କରିବା କଷ୍ଟକର ହୋଇଥିଲା ।

Related posts

ମୁହଁର ସୌନ୍ଦର୍ଯ୍ୟ ବାଏ କଞ୍ଚାକ୍ଷୀର

mahabharatanews

ମୋଟାପଣ ହ୍ରାସ କରିବାକୁ ଚାହୁଁଉନ୍ତି କି? ଆପଣାନ୍ତୁ ଏହି ୨ଆସନ

mahabharatanews

ବର୍ଷର ପ୍ରଥମ ଦିନରେ ୩,୯୨,୦୭୮ ଶିଶୁ ଜନ୍ମ

mahabharatanews