ଓଡିଶା

ପାକ ଆକାଶ ପଥ ବ୍ୟବହାର ନ କରିବାକୁ ଆମେରିକାର ନିର୍ଦ୍ଦେଶ

ୱାସିଂଟନ: ପାକିସ୍ତାନ ଆକାଶ ପଥ ଦେଇ ଆମେରିକା ବିମାନ ଉଡାଣ ନ ଭରିବାକୁ ସତର୍କ ସୂଚନା ଜାରି କରିଛି ଅ।ମେରିକା । କୌଣସି ପରିସ୍ଥିତିରେ ମଧ୍ୟ ପାକ୍ ଏୟାର ସ୍ପେସ୍ ବ୍ୟବହାର ନକରିବାକୁ ଅ।ମେରିକାର ବିମାନ କମ୍ପାନୀଗୁଡିକୁ ସରକାର ଜଣାଇ ଦେଇଛନ୍ତି । କାରଣ ଅ ।ମେରିକୀୟ ବିମାନ ଉପରେ ଅ।ତଙ୍କବାଦୀ ଅ।କ୍ରମଣ ହେବାର ସମ୍ଭାବନା ରହିଛି ।

ଦୁଇ ଦିନ ତଳେ ଇରାକର ରାଜଧାନୀ ବାଗଦାଦରେ ବିକ୍ଷୋଭକାରୀମାନେ ସେଠାରେ ଥିବା ଅ।ମେରିକୀୟ ଦୂତାବାସ ଉପରେ ଅ।କ୍ରମଣ କରିବା ପରେ ଏଭଲି ନିଷ୍ପତି ନେଇଛି ଟ୍ରମ୍ପ ପ୍ରଶାସନ ।

Related posts

ପୂର୍ବ ଶତୃତାକୁ କେନ୍ଦ କରି କଏଦୀକୁ ସଂଘବଦ୍ଧ ଭାବେ ଗୁଳିକାଣ୍ଡ

mahabharatanews

ଆଦିତ୍ୟ ଦାଶଙ୍କ ମୃତ୍ୟୁ ଘଟଣାର ତଦନ୍ତ ଦାବି କଲା ହିଞ୍ଜିଳିକାଟୁ ତ୍ରିରଙ୍ଗା ଯୁବସେବା ସଂଘ

mahabharatanews

ତାଳ ଧ୍ୱଜ ରଥର ୧୧ ଟି ଚକ ଶେଷ 

mahabharatanews