ଓଡିଶା

ପାଟଣାରେ ଘୂର୍ଣ୍ଣିଝଡ ରେ ଉଡିଲା ଛପର

(ବିଜୟ କୁମାର କାରୁଆ, କେନ୍ଦୁଝର, ପାଟଣା): ଗତକାଲି ହୋଇଥିବା ଘୂର୍ଣ୍ଣିଝଡ କେନ୍ଦୁଝର ଜିଲ୍ଳାରେ ବ୍ୟପକ କ୍ଷୟକ୍ଷତି କରିଦେଇଛି । କେନ୍ଦୁଝର ଜିଲ୍ଳା ପାଟଣା ବ୍ଲକ ଅନ୍ତର୍ଗତ ପାଟଣା ଠାରେ ଘୂର୍ଣ୍ଣି ଝଡର ପ୍ରଭାବରେ ବଡ ବଡ ଗଛ ଉପୁଡି ପଡିଥିଲା । ସଅଁରାପଶି ଗ୍ରାମରେ ଏକ ବଡ ଗଛ ପଡି ରାସ୍ତା ଅବରୋଧ ହେବା ସହ ପାଚେରୀ ମଧ୍ୟ ଭାଙ୍ଗି ଯାଇଥିଲା । କିନ୍ତୁ କୌଣସି ଧନଜୀବନ କ୍ଷୟକ୍ଷତି ହୋଇନଥିବା ଜଣାପଡିଛି। ଓ ଗଛଟି ବିଦ୍ୟୁତ ତାର ଉପରେ ପଡି ତାର ଗୁଡିକ ଛିଡି ଯାଇଛି । ଖବର ପାଇ ପାଟଣା ଅଗ୍ନିସମ ଵିଭାଗ ଏଵଂ କେନ୍ଦୁଝର ଅଗ୍ନିସମ ଵିଭାଗ ଘଟଣା ସ୍ଥଳରେ ପହଞ୍ଚି ଗଛ କଟା ଯାଇ ଗ୍ରାମର ରାସ୍ତାକୁ ସଫା କରାଯାଇଥିଲା

Related posts

ନାବାଳିକା ଗଣବଳାତ୍କାର ମାମଲା: ଓଟିଭି ଏମଡିଙ୍କ ଗିରଫଦାରୀ ଦାବିରେ ଗଣବିକ୍ଷୋଭ

mahabharatanews

ପରଲୋକରେ କେରଳ ପୂର୍ବତନ ମୁଖ୍ୟମନ୍ତ୍ରୀ ଓମେନ ଚାଣ୍ଡି

mahabharatanews

କରୋନାକୁ ହରାଇଲେ କ୍ୟାନ୍ସର ରୋଗୀ

mahabharatanews