Uncategorized

ପିଲାଙ୍କ ପାଇଁ ବନାନ୍ତୁ ‘ଛୋଲେ ଟିକ୍କି ଚାଟ୍’

(ମହାଭାରତ): ଆସନ୍ତୁ ଜାଣିବା କିପରି ପ୍ରସ୍ତୁତ କରିବା ‘ଛୋଲେ ଟିକ୍କି ଚାଟ୍’ ।
ଆବଶ୍ୟକ ସାମଗ୍ରୀ: ଛୋଲ ୧କପ, ଗାଜର୧,ପିଆଜ୧,ଟମୋଟୋ୧,କଞ୍ଚାଲଙ୍କା୨,ତେଲ ୨ ବଡ ଚାମଚ,ଦହି୧କପ,ମିଠା ସୁଣ୍ଠି ୨ବଡ ଚାମଚା ,ଧନିଆ ଚଟଣୀ ୨ବଡ ଚାମଚ,ଲୁଣ ସ୍ୱାଦ ଅନୁସାରେ ।
ପ୍ରସ୍ତୁତି ପ୍ରଣାଳୀ
ଛୋଲେକୁ ୩ରୁ୪ ଘଣ୍ଟା ପାଣିରେ ଭିଜାଇ ରଖନ୍ତୁ । ଏହାପରେ ଅଳ୍ପ ପାଣି ନେଇ ଗାଇଡିଂ କରିଦିଅନ୍ତୁ । ଗାଜର,ପିଆଜ,ଟମାଟୋ ଏବଂ କଞ୍ଚା ଲଙ୍କାକୁ ଛୋଲେ ପେଷ୍ଟରେ ମିଶାନ୍ତୁ । ଲୁଣ ପକାଇ ଭଲ ଭାବେ ମକ୍ଟଳର କରି ଏହାକୁ ତାୱାରେ ଛୋଟ ଛୋଟ ଟିକ୍କା ଭଳିନ୍ନାନ୍ତୁ । ଏହା ଭଲ ଭାବେ ଭାଜି ହୋଇଗଲେ ପରେ କାଢି ଦିଅନ୍ତୁ । ଏବେ ଆପଣଙ୍କର ପ୍ରସ୍ତୁତ ହୋଇଯାଇଛି ଛୋଲେ ଟିକ୍କା । ଆପଣ ଏହାକୁ ଦହି କିମ୍ବା ଚଟଣୀ ସହିତ ପରଷନ୍ତୁ ।

Related posts

କମିଲା ପେଟ୍ରୋଲ ଓ ଡିଜେଲ ଦର

mahabharatanews

କଚ୍ଛ ଉପକୂଳରୁ ହେରୋଇନ ସହ ୫ ପାକିସ୍ତାନୀ ଗିରଫ

mahabharatanews

କାଜିକୋଡେ ପରେ ମାଲାପୁରମରେ ବାର୍ଡ ଫ୍ଲୁ

mahabharatanews